ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଏବଂ ଦାରାସିଂ ଜେଲ ପ୍ରସଙ୍ଗ Archives - Truthink

ପରଜଙ୍ଗ: ବରିହାପୁର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଧର୍ମ ସମ୍ମିଳନୀ, ଇଂ ଦେବାଶିଷ ହୋତା ଉଠାଇଲେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଏବଂ ଦାରାସିଂ ଜେଲ ପ୍ରସଙ୍ଗ
ପରଜଙ୍ଗ : ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ବରିହାପୁର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଓଡିଶା ସତ୍ୟ ସନାତନ ପ୍ରଜା ସମିତି ଅନୁକୁଲ୍ୟରେ ଏକ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଶହଶହ ଭାଗବତ ପ୍ରେମୀଙ୍କୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଉପସ୍ଥିତ ସତ୍ୟ ସନାତନ ପ୍ରଜା ସମିତିର ରାଜ୍ୟ ସଭାପତି ତଥା ଜନନେତା ଇଂ ଦେବାଶିଷ ହୋତା ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଏବଂ ଦାରାସିଂ ଜେଲ ପ୍ରସଙ୍ଗ ଉଠାଇଥିଲେ ।

ଇଂ ଦେବାଶିଷ ହୋତାଙ୍କ କହିବା ଅନୁଯାୟୀ, 23 ଜାନୁୟାରୀ 1999 ମସିହାରେ ଖ୍ରୀଷ୍ଟିୟାନ ପାଦ୍ରୀ ଗ୍ରାହମଷ୍ଟେନ୍ସଙ୍କୁ କିଛି ଲୋକ ପୋଡି ହତ୍ୟା କରିଥିଲେ । ସେହିଦିନ ଠାରୁ ଷଡ଼ଯନ୍ତ୍ରକାରୀ ବୋଲି ଦାରାସିଂ 24 ବର୍ଷ ହେବ ଜେଲରେ ଅଛନ୍ତି । ଅଥଚ 23 ଅଗଷ୍ଟ 2008 ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିଲେ ମଧ୍ୟ ଷଡ଼ଯନ୍ତ୍ରକାରୀ ସେ ସମୟର ରାଜ୍ୟସଭା ସଂସଦ ଆଜି ଯାଏ ଜେଲ୍କୁ ଗଲେ ନାହିଁ କାହିଁକି ? । ଗ୍ରାହମଷ୍ଟେନ୍ସ ହତ୍ୟାର ଷଡ଼ଯନ୍ତ୍ରକାରୀ ବୋଲି ଦାରାସିଂ 24 ବର୍ଷ ହେବ ଜେଲରେ ଥିବାବେଳେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ଷଡ଼ଯନ୍ତ୍ରକାରୀ ରାଜ୍ୟସଭା ଏମପି ଭାବରେ କାହିଁକି ଖୋଲା ବୁଲୁଛନ୍ତି । ତାହେଲେ ଆମ ଦେଶରେ କଣ ଦୁଇଟା ନିୟମ, ଦୁଇଟା ସମ୍ବିଧାନ ଓ ଦୁଇଟା ପ୍ରଧାନମନ୍ତ୍ରୀ ଚାଲିଛନ୍ତି କି ବୋଲି ପ୍ରଶ୍ନ କରି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଓଭୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତୀଙ୍କର ହତ୍ୟାକରିଥିବା ଲୋକଙ୍କୁ ଗିରଫ କରି ଜେଲରେ ରଖାଯାଉ ବୋଲି ଇଂ ହୋତା ଏହି ଅବସରରେ କହିଛନ୍ତି ।

ଏହି ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ, ଏଇଠି ସେ ନିର୍ବାଚନ ଲଢ଼ି ପ୍ରଥମ ବିଧାୟକ ହୋଇଥିଲେ ଏବଂ ଆଜି ପୃଥିବୀର ଜଣେ ମୁଖ୍ୟ ବ୍ୟକ୍ତିତ୍ୱ ଭାବରେ ପରିଚିତ ହୋଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଆଜି ଯାହା କହିବେ ଓଡିଶା ବିଷୟରେ ସେଇଟା ନରେନ୍ଦ୍ର ମୋଦୀ ଏବଂ ଅମିତ ସାହା ମାନୁଛନ୍ତି, ତେଣୁ ଉଭୟ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଇ ସତ୍ୟାସତ୍ୟ ଉନ୍ମୋଚନ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଇଂ ହୋତା ଦାବି ଉପସ୍ଥାପନ କରିଛନ୍ତି ।

ତେବେ ଯଦି ଏହି କଥାକୁ ତୁରନ୍ତ ପାଳନ କରାନଯାଏ, ଆଗକୁ ସାରା ଓଡ଼ିଶାରେ ସତ୍ୟ ସନାତନ ଜାଗ୍ରତ, ଭୟଙ୍କର ଆନ୍ଦୋଳନ ଗଢି ଉଠିବ ବୋଲି ମଧ୍ୟ ଇଂ ହୋତା କହିଛନ୍ତି ।

ମହାତ୍ମା ଦିଲ୍ଲେଶ୍ୱର ନନ୍ଦ ଏହି ସମ୍ମିଳନୀରେ ଉପସ୍ଥିତ ହୋଇ “ବ୍ୟବହାରିକ ସତ୍ୟ” ଏବଂ “ପରମ ସତ୍ୟ” ମଧ୍ୟରେ ଥିବା ପ୍ରଭେଦ ବିଷୟରେ ଉପସ୍ଥିତ ଭଗବତ ପ୍ରେମୀଙ୍କୁ ବୁଝାଇ ଥିଲେ ।

The post ପରଜଙ୍ଗ: ବରିହାପୁର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଧର୍ମ ସମ୍ମିଳନୀ, ଇଂ ଦେବାଶିଷ ହୋତା ଉଠାଇଲେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଏବଂ ଦାରାସିଂ ଜେଲ ପ୍ରସଙ୍ଗ appeared first on Truthink.