ହିମାଂଶୁ ଭୂଷଣ ବାରିକ Archives - Truthink

ଯୁବଶକ୍ତି ସ୍ବସ୍ଛାସେବୀ ସଂଗଠନ ପକ୍ଷରୁ କହ୍ନେଇ ନଗର ମୁଣ୍ଡା ସାହିରେ ମାକ୍ସ ଏବଂ ସାନିଟାଇଜର ବଣ୍ଟନ
ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜୟପୁରା କାଟେଣୀ ଗ୍ରାମ ପଞ୍ଚାୟତର କହ୍ନେଇ ନଗର ମୁଣ୍ଡାସାହି ଠାରେ ଢେଙ୍କାନାଳ ଜିଲ୍ଲା ଯୁବଶକ୍ତି ସ୍ବସ୍ଛାସେବୀ ସଂଗଠନ ପକ୍ଷରୁ କରୋନା ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ଆଦିବାସୀ ଭାଇ ଭଉଣୀ, ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ମାକ୍ସ ଏବଂ ସାନିଟାଇଜର ବଣ୍ଟନ କରାଯାଇଅଛି ।

ସଂଗଠନ ପକ୍ଷରୁ ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ୱରେ ଏହି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପର୍ଜଙ୍ଗ ବ୍ଲକ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ନାୟକ, ରିପୁ ରଞ୍ଜନ ବିଶ୍ୱାଳ, ମୁକ୍ତାପଶି ସରପଞ୍ଚ ରଞ୍ଜନ କୁମାର ସେଠୀ, ଶ୍ରୀଵତ୍ସ ମାଝୀ, ସୁଶୀଲ କୁମାର ସାହୁ, ଚିଣ୍ଟୁ ମାଝୀ ଏବଂ ସମସ୍ତ ଗ୍ରାମବାସୀ ସାମିଲ ଥିଲେ ।

ଏହି କାର୍ଯ୍ୟକ୍ରମରେ ସଂଗଠନ ପକ୍ଷରୁ କରୋନାର ଭୟାବହତା ବିଷୟରେ ଏବଂ ସେଥିରୁ କେମିତି ରକ୍ଷା ପାଇବା ସେ ବିଷୟରେ ଆଲୋକପାତ କରାଯାଇଥିଲା । ବିଶେଷ ଭାବରେ ତୃତୀୟ ଲହରକୁ ଆମେ ହାଲୁକା ଭାବରେ ନେବା ଉଚିତ ନୁହେଁ, ସବୁବେଳେ ଆମେ ସଚେତନାରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା ନିତ୍ୟାନ୍ତ ଆବଶ୍ୟକ ।

ରାଜ୍ୟ ସରକାର ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କର ଜୀବନ ଜୀବିକା ପ୍ରତି ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଆମେ ମଧ୍ୟ ସବୁବେଳେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ପ୍ରତି ବଦ୍ଧତାର ସହ କାର୍ଯ୍ୟ କରିବା ଉଚିତ ବୋଲି ସଂଗଠନର ସଦସ୍ୟ ମାନଙ୍କ ପକ୍ଷରୁ କୁହାଯାଇଥିଲା ।

The post ଯୁବଶକ୍ତି ସ୍ବସ୍ଛାସେବୀ ସଂଗଠନ ପକ୍ଷରୁ କହ୍ନେଇ ନଗର ମୁଣ୍ଡା ସାହିରେ ମାକ୍ସ ଏବଂ ସାନିଟାଇଜର ବଣ୍ଟନ appeared first on Truthink.