ହେମା ମାଳିନୀ Archives - Truthink

ହେମା ମାଳିନୀ ସଂସଦରେ ଉଠାଇଲେ ବଂଦରମାନଙ୍କର ଆତଙ୍କର କଥା
ନୂଆଦିଲ୍ଲୀ: ବଲିଉଡ୍ ଆକ୍ଟର ଏବଂ ଉତ୍ତରପ୍ରଦେଶର ମଥୁରାର ବିଜେପି ସଂସଦ ହେମା ମାଳିନୀ ମଥୁରାରେ ବଂଦର ମାନଙ୍କ ଦ୍ୱାରା ହେଉଥିବା ଉପଦ୍ରବ ବିଷୟରେ କଥା ଉଠାଇଛନ୍ତି । ସେ କେନ୍ଦ୍ର ସରକାରଙ୍କ ଠାରେ ଏହି ସମସ୍ୟାକୁ ନେଇ ଗମ୍ଭିରାତାର ସହ ନେବା ପାଇଁ ଆଗ୍ରହ କରିଛନ୍ତି  ଏବଂ ବନ ବିଭାଗକୁ ସେଠି ଏକ ଜଙ୍ଗଲ ସଫାରି କରିବା ପାଇଁ ଅନୁରୋଧ କରିଛନ୍ତି ।

ହେମା ସଂସଦରେ କହିଲେକି ତାଙ୍କର ଇଲାକାରେ ଲୋକମାନେ ବଂଦର ମାନଙ୍କର ଆତଙ୍କରେ ହିତତ୍ରସ୍ତ ହେଉଛନ୍ତି । ପ୍ରଥମେ ସେଠି ଜଙ୍ଗଲ ହୋଇଥିଲା ବର୍ତମାନ ସେଠି କେତୋଟି ହାତ ଗଣତି ଗଛ ରହିଛି । ଏହି କାରଣ ପାଇଁ ଭୋକରେ ରହୁଥିବା ବଂଦରମାନେ ଖାଦ୍ୟ ଅନୁୟସନରେ ଲୋକମାନଙ୍କ ଘର ଭିତରକୁ ପଶି ଯାଉଛନ୍ତି  ।

ହେମା ମାଳିନୀ କହିଲେକି,ଯେମିତି ଆମକୁ ଏହି ଧରିତ୍ରୀରେ ରହିବାର ଅଧିକାର ଅଛି ସେମିତି ବନ୍ଦର ମାନଙ୍କୁ ଏଠି ରହିବାର ଅଧିକାର ଅଛି । ଆମକୁ ବଂଦରମାନଙ୍କୁ ମଧ୍ୟ ହିପାଜତରେ ରଖିବା ଉଚିତ ।

ସେ କହିଲେକି ବଂଦରମାନଙ୍କ ପାଇଁ ମଥୁରାରେ ‘ମଙ୍କି ସଫାରୀ’ ବନାଇବା ଉଚିତ ଯାହା ଫଳରେ ସେମାନେ ଖାଇବାପାଇଁ ପ୍ରାକୃତିକ ଖାଦ୍ୟ ଖାଇ ପାରିବେ । ହେମା ମାଳିନୀ କହିଲେକି ବଂଦର ସମୋସା ଖାଇବା ଏବଂ ଫ୍ରଟି ପିଇବା ଶିଖି ଗଲେଣି । ତାଙ୍କୁ ଏବେ ଫଳ ପସନ୍ଦ ଆସୁନି ଯାହା ଭଲ ନୁହେଁ  ।

ହେମାଙ୍କର ଏହି କଥାକୁ ଶୁଣିବାପରେ ଟୁଇଟର ଉପରେ ଲୋକେ ତାଙ୍କୁ ଜମକର ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଟ୍ରୋଲର ମାନେ  କହୁଛନ୍ତିକି ଦେଶରେ ପ୍ରଦୂଷଣ,ଭ୍ରଷ୍ଟାଚାର,ଗରିବି ଏବଂ କିଛି ଅନ୍ୟ ସମସ୍ୟା ଅଛି କିନ୍ତୁ ହେମାଙ୍କୁ ବଂଦରମାନଙ୍କର ଚିନ୍ତା ପଡିଛି  ।

ଏତିକି ହି ନୁହେଁ ସେମାନେ ଫିଲ୍ମ ଶୋଲେର ନାମରେ ମଧ୍ୟ ହେମାଙ୍କର ମଜାକ ବନେଇଛନ୍ତି  । କିଛି ଲୋକ ହେମାଙ୍କ ନାମରେ ମଧ୍ୟ ମିମଷ ସେୟାର କରିଛନ୍ତି ।

ଜଣେ ୟୁଜର କହିଲେ , ମୋତେ ଲାଗୁଥିଲା କି ବଂଦରମାନଙ୍କର କଥା କହିବାପରେ ସେ ପ୍ରଦୂଷଣ,ଭ୍ରଷ୍ଟାଚାର ଏବଂ ଆମର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ କିଛି କହିବେ କିନ୍ତୁ ଏମିତି ହେଲାନି ।

ମୋତେ ଲାଗୁଛିକି ସେ ନିଜର ବସନ୍ତିର  ଚୀଜୋଂକୁ ନଜର କରୁନଥିବା ଅଭ୍ୟାସ କମ ବେଶୀ ଗମ୍ଭୀରତାର  ସହିତ ନେଇଛନ୍ତି । ସେଇଠି ଦ୍ୱିତୀୟ ୟୁଜର ଲେଖିଲେ, ସେ ସବୁବେଳେ ମେମସ ମଂଟେରିୟଲ ରହିବେ ।

The post ହେମା ମାଳିନୀ ସଂସଦରେ ଉଠାଇଲେ ବଂଦରମାନଙ୍କର ଆତଙ୍କର କଥା appeared first on Truthink.