53 ନଂ ଜାତୀୟ ରାଜପଥ Archives - Truthink

ମାସେ ନପୁରୁଣୁ ନବ ନିର୍ମିତ ବ୍ରାହ୍ମଣୀ ନଦୀ ପୋଲ ପଥଚାରୀଙ୍କ ପାଇଁ ବିପଦର ବନ୍ଧୁ ସାଜିଲାଣି
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ 53 ନଂ ଜାତୀୟ ରାଜପଥ ଜଟିଆ ଛକ ନିକଟରେ ନୂତନ ଭାବେ ତିଆରି ହୋଇଥିବା ବ୍ରିଜର ଅବସ୍ଥା ପଥଚାରୀଙ୍କ ପାଇଁ ମରଣାଯାନ୍ତା ପାଲଟିଛି  । ଉକ୍ତ ରାଜପଥଟି ୪ ଲେନ୍ ବିଶିଷ୍ଟ କରାଯାଇଥିବା ବେଳେ ରାସ୍ତା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ନଥିବା ସ୍ଥଳେ ନବନିର୍ମିତ ବ୍ରାହ୍ମଣୀ ନଦୀ ପୋଲଟି ପୂର୍ଣ୍ଣାଙ୍ଗ ହୋଇସାରିଛି । ଯାହା ଫଳରେ ପୁରୁଣା ବ୍ରିଜ ମରାମତି ହେବାକୁ ଥିବା ବେଳେ ଏହାରି ଉପରେ ଯାନବାହାନ ଯାତାୟାତ ସମ୍ପୂର୍ଣ୍ଣ ଠପ୍ କରିଦିଆଯାଇ, ବର୍ତ୍ତମାନ ନୂତନ ବ୍ରିଜ ଉପରେ ଯାନବାହାନ ଚଳାଚଳ କରି, ଅନୁଗୋଳ, ତାଳଚେର ,ଯାଜପୁର, ପାଲଲହଡା, କେଉଁଝର ପ୍ରଭୃତି ଦିଗକୁ ଭାରିଯାନ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ସମସ୍ତ ଛୋଟ ବଡ ଯାନବାହାନ ଦୈନଦିନ ହଜାର ହଜାର ସଂଖ୍ୟକ ଚଳାଚଳ କରୁଛନ୍ତି ।

ବର୍ତ୍ତମାନ ପୋଲଟି ନିମ୍ନମାନର ହୋଇଥିବାରୁ ନୂତନ ପୋଲ ଉପରେ ଗର୍ତ୍ତ ସୃଷ୍ଟି ହେଲାଣି ଯେପରି କଥାରେ ଅଛି ପହିଲି ନାଟରୁ ଗୋଡ ଫେରକା ଠିକ ଏହି ପୋଲର ଅବସ୍ଥା ପ୍ରଥମରୁ ପଥଚାରୀ ମାନଙ୍କ ମନରେ ଭୟଜାତ ଦେଖାଦେଲାଣି । ଯାହା ଫଳରେ ଏହି ଗର୍ତ୍ତ ଦେଖି ସମସ୍ତଙ୍କ ମନରେ ଛନକା ପଶିଯାଇଛି । ରାଜପଥ ହେଉ କିମ୍ବା ବ୍ରିଜ କାର୍ଯ୍ୟ ହେଉ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ପାଇଁ ଅଦ୍ୟାବଧି ସମୟ ସୀମା ଅତିବାହିତ ହୋଇଯାଇଥିଲେ ମଧ୍ୟ ଠିକା ସଂସ୍ଥା ଆଜି ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିପାରିନାହିଁ ।

ଏପଟେ ଜାତୀୟ ରାଜପଥର ଖାଇରାମୁଣ୍ଡା ଠାରେ ଟୋଲ ଗେଟ୍ କରି ୪ ଚକିଆ ଗାଡ଼ି ମାନଙ୍କ ଠାରୁ ଟୋଲ ଫି ନେବାରେ ଅବହେଳା ନାହିଁ । ବର୍ତ୍ତମାନ ରାଜପଥଟି ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ହୋଇନଥିବା ବେଳେ ଅନ୍ୟ ଦିଗରେ ନୂତନ ପୋଲଟି ସମସ୍ତଙ୍କ ପାଇଁ ପ୍ରଥମରୁ ବିପଦର ବନ୍ଧୁ ସାଜିଲାଣି । ଏପରି ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତତ୍ ସହିତ ଏପରି ନିମ୍ନମାନର କାର୍ଯ୍ୟକୁ ନେଇ ଅଞ୍ଚଳବାସୀ ନା ପସନ୍ଦ କରିଛନ୍ତି ।

The post ମାସେ ନପୁରୁଣୁ ନବ ନିର୍ମିତ ବ୍ରାହ୍ମଣୀ ନଦୀ ପୋଲ ପଥଚାରୀଙ୍କ ପାଇଁ ବିପଦର ବନ୍ଧୁ ସାଜିଲାଣି appeared first on Truthink.