କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ବିବାଦ ଘାରିଛି, ଓଡିଆ ଭଜନ ‘ଆହେ ନୀଳ ଶୈଳ’କୁ କଦର୍ଥ କରିଥିବା ଅଭିଯୋଗ…ଦେଖନ୍ତୁ ଭିଡ଼ିଓ

ସେୟାର କରନ୍ତୁଭୁବନେଶ୍ୱର: ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର । କିଛି ଦିନ ତଳେ ରଙ୍ଗବତୀ ଗୀତକୁ ଗାଇ ଚର୍ଚ୍ଚାକୁ ଆସିଥିବା ସୋନା ଏବେ ଓଡିଆ ଭଜନକୁ କଦର୍ଥ କରିଥିବା ଅଭିଯୋଗ ହୋଇଛି । ମୁମ୍ବାଇର ଏକ କନସର୍ଟରେ ୨୦୧୭ରେ ସୋନା ଗାଇଥିବା ଓଡିଆ ଭଜନ ‘ଆହେ ନୀଳ ଶୈଳ’ ୟୁଟୁବରେ ଅପଲୋଡ ହୋଇଛି । ଯେଉଁଥିରେ ଅନେକ ସ୍ଥାନରେ ଧରାପଡିଛି ଉଚ୍ଚାରଣଗତ ତ୍ରୁଟି । ଏକଦମ ଆଧୁନିକ ଶୈଳୀରେ ସୋନା ଏହି ଗୀତକୁ ଗାଇଛନ୍ତି ସତ … Continue reading କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ବିବାଦ ଘାରିଛି, ଓଡିଆ ଭଜନ ‘ଆହେ ନୀଳ ଶୈଳ’କୁ କଦର୍ଥ କରିଥିବା ଅଭିଯୋଗ…ଦେଖନ୍ତୁ ଭିଡ଼ିଓ