ଆପଣଙ୍କ ମୁହଁରେ ଯଦି ଦାଗ ହୋଇଛି ତାହେଲେ ଖଣ୍ଡେ ଲେମ୍ବୁକୁ ଆପଣ ଦାଗ ହୋଇଥିବା ଯାଗାରେ ଯଦି ଘସିବେ ତାହେଲେ ୨ସପ୍ତାହ ଭିତରେ ଏହି ଦାଗ ଶୀଘ୍ର ଭଲ ହେବା ସହ ଆପଣ ସୁନ୍ଦର ମଧ୍ୟ ଦେଖାଯିବେ । ଆପଣ ୨ଚାମଚ ଦହି ଓ ଗୋଟେ ଖଣ୍ଡ ଲେମ୍ବୁକୁ ଚିପୁଡି ପେଷ୍ଟ ବନାଇ ସେହି ପେଷ୍ଟକୁ ମୁଁହରେ ଲଗାଇ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏମିତି ଗୋଟେ ସପ୍ତାହ କଲାପରେ ଦେଖିବେ ଆପଣଙ୍କ ମୁହଁରୁ ଦାଗ ଦୂର ହେବ ସହ ଆପଣ ଚିକ୍କଣ ଦେଖାଯିବେ ।
