ରାଜ୍ୟରେ ସୁସ୍ଥ ହେଲେ 905 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 305813କୁ ବୃଦ୍ଧି ରାଜ୍ୟ November 22, 2020November 22, 2020 Truthink ସେୟାର କରନ୍ତୁ ଭୁବନେଶ୍ୱର : ଆଜି ରାଜ୍ୟରେ 905 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 305813ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । Another 905 Covid patients have recovered and are being discharged on 22.11.202092 from Sundargarh60 from Keonjhar59 from Cuttack49 from Mayurbhanj48 from Khordha43 from Jagatsinghpur43 from Sambalpur41 from Kalahandi40 from Nuapada39 from Anugul39 from Jajapur— H & FW Dept Odisha (@HFWOdisha) November 22, 2020 4 from Deogarh4 from Gajapati2 from Rayagada20 from State PoolThe total recovered cases of Odisha now stand at 305813— H & FW Dept Odisha (@HFWOdisha) November 22, 2020 ସେୟାର କରନ୍ତୁ