ମେଷ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଉଚିତ ଲାଭ ପାଇବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ ।
ବୃଷ: ଉନ୍ନତିର ନୂଆ ମାର୍ଗ ଖୋଲିବ । ଆତ୍ମସମୀକ୍ଷାରେ ସମୟ ବିତିବ । ବେପାର ବୃତ୍ତିରେ ଚାହୁଁ ଥିବା ସଫଳତା ପାଇ ପାଇବେ । ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ । ସ୍ବାସ୍ଥ୍ୟ ଭଲ ରହିବ ।
ମିଥୁନ: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ନିଜ କଥା ଅନ୍ୟମାନଙ୍କୁ ଜଣାଇବାରେ ସଫଳ ହେବେ । ବ୍ୟବସାୟରେ ଉଚିତ ଲାଭ ପାଇବେ । ପ୍ରେମ ସମ୍ବନ୍ଧ ସୁଖଦ ରହିବ।
କର୍କଟ: ମନର ସ୍ଥିରତା ନ ରହିବା ହେତୁ କାମଗୁଡିକ ବିଗିଡି ପାରେ । ରାଜନୀତି କ୍ଷେତ୍ରରେ କିଛି ନୂଆ କରିବାର ପ୍ରୟାସ କରିପାରନ୍ତି । ଖାସ୍ କାମରେ ବାଧା ଉପୁଜିପାରେ ।
ସି˚ହ: ପ୍ରେମ ସମ୍ବନ୍ଧ ସୁଖଦ ରହିବ। ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ମିଳିବ । କର୍ମକ୍ଷେତ୍ରରେ ସମାଲୋଚିତ ହେବାକୁ ପଡିବ । ଦୂରସ୍ଥାନକୁ ଯାତ୍ରାରେ ଯିବେ
କନ୍ୟା: ବ୍ୟବସାୟରେ ଉଚିତ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ପରିବାର ସହିତ ମିଶିବା ହେତୁ ଖୁସି ରହିବେ ।
ତୁଳା: ସୁପରିଣାମ ସଦୃଶ ଯେକୌଣସି ପ୍ରତିରୋଧକୁ ଏଡାଇ ଯାଇ କାମ ହାସଲରେ ସମର୍ଥ ହେବେ । ବ୍ୟବସାୟରେ ଉଚିତ ଲାଭ ପାଇବେ । ରାଜନୀତିରେ ସଫଳତା ପାଇବେ।
ବିଛା: ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ । ଯାନ୍ତ୍ରୀକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତି ହେବାରେ ବିଳମ୍ବ ଘଟିବ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ ।
ଧନୁ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ବେପାର ବୃତ୍ତିରେ ଚାହୁଁ ଥିବା ସଫଳତା ପାଇ ପାଇବେ । ପରିବାରରେ ଖୁସି ବଜାୟ ରହିବ । ରାଜନୀତିରେ ସଫଳତା ପାଇବେ ।
ମକର: ଆପଣଙ୍କର ବୀରତ୍ବକୁ ବଳ ମିଳିବ । ସବୁ କାମରେ ସଫଳ ହେବେ । ଆର୍ଥିକ ସ୍ଥିତି ସୁଧୁରିବ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ । ସ୍ବାସ୍ଥ୍ୟ ଭଲ ରହିବ ।
କୁମ୍ଭ: ଆଜି ସବୁ ପ୍ରତିରୋଧକୁ ଏଡାଇ ଯାଇ କାମ ହାସଲରେ ସମର୍ଥ ହେବେ । ବ୍ୟବସାୟରେ ଉଚିତ ଲାଭ ପାଇବେ । ରାଜନୀତିରେ ସଫଳତା ପାଇବେ । ପ୍ରେମରେ ପ୍ରଗାଢତା ଆସିବ ।
ମୀନ: ମନର ସ୍ଥିରତା ନ ରହିବା ହେତୁ କାମଗୁଡିକ ଅସମ୍ପୂର୍ଣ୍ଣ ରହିଯିବ । କର୍ମକ୍ଷେତ୍ରରେ ସମାଲୋଚିତ ହେବାକୁ ପଡିବ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ । ସ୍ବାସ୍ଥ୍ୟ ଭଲ ରହିବ ।