ଉପର ତଳ ହେଉଛି କରୋନା କେସ, ରାଜ୍ୟରେ 24 ଘଣ୍ଟାରେ ଚିହ୍ନଟ ହେଲେ 628 ନୂଆ କରୋନା ପଜିଟିଭ ରାଜ୍ୟ September 17, 2021September 17, 2021 Truthink ସେୟାର କରନ୍ତୁ ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗି ଅଛି । ରାଜ୍ୟରେ ପୂର୍ବ 24 ଘଣ୍ଟାରେ 6 ଶହ 28 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 18 ହଜାର 926କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 628 ଜଣଙ୍କ ମଧ୍ୟରୁ 367 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 261 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେହିପରି ଏହା ଭିତରେ ମଧ୍ୟ 0ରୁ 18 ବର୍ଷ ବୟସର ପିଲା 24 ଘଣ୍ଟାରେ 96 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । 5. Balangir: 16. Cuttack: 727. Deogarh: 18. Dhenkanal: 59. Gajapati: 210. Ganjam: 111. Jagatsinghpur: 2612. Jajpur: 1913. Jharsuguda: 314. Kendrapada: 915. Keonjhar: 216. Khurda: 29117. Koraput: 1618. Mayurbhanj: 2219. Nayagarh: 720. Puri: 921. Rayagada: 4— I & PR Department, Odisha (@IPR_Odisha) September 17, 2021 22. Sambalpur: 823. Sundargarh: 2324. State Pool: 66New recoveries: 681Cumulative tested: 19128253Positive: 1018926Recovered: 1004845Active cases: 5906— I & PR Department, Odisha (@IPR_Odisha) September 17, 2021 ଏବେ ରାଜ୍ୟରେ ମୋଟ 1018926 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 5906ଟି ଆକ୍ଟିଭ କେସ୍ ରହିଅଛି ଏବଂ 1004845 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେୟାର କରନ୍ତୁ