ମୁମ୍ବାଇ : ଟେଲିଭିଜନରୁ ବଲିଉଡ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟକୁ ପ୍ରମାଣ କରିଥିବା ଅଭିନେତ୍ରୀ ମୌନି ରାୟ ନିଜର ବିବାହ ଖବର ପାଇଁ ଆଜିକାଲି ଜବରଦସ୍ତ ଚର୍ଚାରେ ରହିଛନ୍ତି । ଏହା ସହିତ ଅଭିନେତ୍ରୀ ପୁଣି ଥରେ ନିଜର ସୁପର ହଟ ଫଟୋ ସହିତ ସୋସିଆଲ ମିଡିଆର ଉତ୍ତାପ ବଢାଇଥିବା ଦେଖିବାକୁ ମିଳିଛି ।

ମୌନି ରାୟ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ 9 ଟି ଛବି ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ରତେକ ଥର ଭଳି ନୀଳ ରଙ୍ଗର ବିକିନିରେ ବହୁତ ହଟ ଦେଖାଯାଉଛନ୍ତି ।

ଚିତ୍ରଗୁଡ଼ିକରେ ମୌନି ରାୟ ବିଚ ମଝିରେ ଝୁଲ୍ଲାରେ ସୋଇକରି ଚମତ୍କାର ପୋଜ୍ ଦେଉଥିବାର ନଜର ଆସିଛନ୍ତି ।

ଅଭିନେତ୍ରୀ ଜଣକ କେତେବେଳେ ଝୁଲାରେ ବସିଛନ୍ତି ତ କେତେବେଳେ ଶୋଇଥିବା ଷ୍ଟାଇଲରେ ପ୍ରଶଂସକଙ୍କୁ ଘାୟଲ କରୁଥିବାର ନଜର ଆସିଛନ୍ତି ।

ଚିତ୍ର ମାଧ୍ୟମରେ ମୌନି ନିଜର ଆଗ ଏବଂ ପଛ ପ୍ରୋଫାଇଲକୁ ବହୁତ ଭଲ ଭାବରେ ଚିତ୍ରିତ କରିଛନ୍ତି ।

ମୌନି ରାୟ ନିଜର ଲୁକ୍କୁ ଖୋଲା କେଶ, ଡାର୍କ ଆଖି, ମେକଅପ୍ ଏବଂ ନ୍ୟୂଡ ଲିପଷ୍ଟିକ୍ ସହିତ ପରିପୂର୍ଣ୍ଣ କରୁଥିବା ଦେଖିବାକୁ ମିଳିଛି ।

ଅଭିନେତ୍ରୀଙ୍କ ସୁପରହଟ୍ ଏବଂ ସୁପରବୋଲ୍ଡ ଫଟୋ ଇନଷ୍ଟାଗ୍ରାମ ଦୁନିଆରେ ଏପର୍ଯ୍ୟନ୍ତ 2 ଲକ୍ଷ 23 ହଜାରରୁ ଅଧିକ ଲାଇକ୍ ପାଇଛି ।

ସିଜଲିଙ୍ଗ, ଗ୍ଲାମରସ୍, ଚମତ୍କାର, ବୋଲ୍ଡ, ହଟ୍, ସେକ୍ସି ଏବଂ ସୁନ୍ଦର ଭଳି ମନ୍ତବ୍ୟ ଦେଇ ପ୍ରଶଂସକମାନେ ମୌନିଙ୍କ ଛବି ଉପରେ ପ୍ରେମ ବର୍ଷାଉଛନ୍ତି ।

ଜାତୀୟ ମିଡ଼ିଆ ଖବର ଅନୁଯାୟୀ, ମୌନି ରାୟ ଆଗାମୀ ବର୍ଷରେ ଅର୍ଥାତ୍ 2022 ରେ ବିବାହ କରିପାରିନ୍ତି । ସେ ଦୁବାଇର ବ୍ୟବସାୟୀ ଏବଂ ତାଙ୍କର ଦୀର୍ଘ ଦିନର ପ୍ରେମିକ ସୁରଜ ନାମ୍ବିୟାରଙ୍କ ସହିତ ସତ ଫେର ନେଇ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।