ପରଜଙ୍ଗ ଅଞ୍ଚଳରେ ଧୁମ ଧାମରେ ଜନ୍ମାଷ୍ଟମୀ ପାଳିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କମର ଗ୍ରାମ ରେ ଧୁମ ଧାମରେ ପାଳନ କରାଯାଉଛି । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ଭକ୍ତମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଏହି ଦିନ ଭଗବାନ କୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଏ । ଭଗବାନ କୃଷ୍ଣଙ୍କ ଜନ୍ମ ଭକ୍ତଙ୍କ ଜୀବନରେ ନୂତନ ଉତ୍ସାହ ଭରିଦିଏ । ଭକ୍ତମାନେ ଏହି ଦିନ ପାଇଁ ଅନେକ ଦିନ ପୂର୍ବରୁ ପ୍ରସ୍ତୁତ ହୁଅନ୍ତି ।

‎ ହିନ୍ଦୁ ପୁରାଣ ମାନ୍ୟତା ଅନୁଯାୟୀ ଭଗବାନ କୃଷ୍ଣ ଭାଦ୍ରପଦ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ । ସେଥିପାଇଁ ପ୍ରତିବର୍ଷ କୃଷ୍ଣ ଜନ୍ମାଷ୍ଟମୀ ଏହି ସଂଯୋଗରେ ପାଳନ କରାଯାଏ ।


ସେୟାର କରନ୍ତୁ