ରାଜ୍ୟ ସରକାରଙ୍କ ପକ୍ଷରୁ 50 ଜଣ ନିର୍ମାଣ ଶ୍ରମିକଙ୍କୁ କାର୍ଡ ବଣ୍ଟନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରା କାଟେଣୀ ପଞ୍ଚାୟତ ଆଦିବାସୀ ବହୁଳ ବେଲେବସନ୍ତ ଗ୍ରାମରେ 50ଜଣ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଆସିଷ୍ଟାଣ୍ଡ ଲେବର ଅଧିକାରିଣୀ ବୈଜୟନ୍ତୀମାଳା ମଲ୍ଲିକ ଓ ଶ୍ରମିକ ସଂଘ ସଭାପତି ସଞ୍ଜୟ କୁମାର ସାହୁ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ