କୁଲି ନମ୍ବର 1ର ସେଟର ଷ୍ଟଣ୍ଟ ସମୟରେ ହୋଇଥିଲା ଗଡ଼ବଡ଼,ବରୁଣ ଧାୱନଙ୍କ ଜୀବନ ପ୍ରତି ଥିଲା ବିପଦ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ ଆକ୍ଟର ବରୁଣ ଧାୱନଙ୍କର କ୍ୟାରିୟର ଖୁବ ତେଜିରେ ଉପରକୁ ଉଠୁଅଛି । ସେ ଏବେ ପର୍ଯ୍ୟନ୍ତ 14 ଫିଲ୍ମ କରିଛନ୍ତି,ତନ୍ମଧ୍ୟରୁ 2ଫିଲ୍ମ ପ୍ଳପ ହୋଇଛି । ଏବେ ନିଜର ପିତା ଡେବିଡ଼ ଧାୱନଙ୍କର ନିର୍ଦେଶନାରେ ବନୁଥିବା ଫିଲ୍ମ କୋଲି ନମ୍ବର ୱାନ ସୁଟିଂରେ ବିଜି ଅଛନ୍ତି । ଏହି ଫିଲ୍ମ ବର୍ଷ 1995ରେ ରିଲିଜ ହୋଇଥିବା ଗୋବିନ୍ଦା ଷ୍ଟାରର ଫିଲ୍ମର ରିମେକ,ଯେଉଁଥିରେ ବରୁଣଙ୍କ ସାଥିରେ ସାରା ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ ।

ଫିଲ୍ମର ସୁଟିଂ ମହାରାଷ୍ଟ୍ରରେ ଚାଲୁରହିଅଛି ଏବଂ ସୁଟିଂ ସମୟରେ କିଛି ଏମିତି ଘଟଣା ଘଟିଲା ଯେଉଁଥିପାଇଁ କିଛି ସମୟପାଇଁ ସମସ୍ତଙ୍କର ଧଡକନ ବନ୍ଦ ହୋଇଯାଇଥିଲା । ତେବେ ଏଇଠି କହିବାକି, ଫିଲ୍ମର ଏକ ସୁଟିଂ ପୁନେର ବାହାର ଅରିଆରେ ସୁଟିଂ ଚାଲୁରହିଥିଲା ।

ସିନ କିଛି ଏମିତି ଥିଲାକି ଏକ କାରକୁ ଖଡ଼ି ଚଟାନ ଉପରେ ଓଲଟା କରି ଲଟକାଇବାର ଥିଲା ଏବଂ ଏହି କାରରେ ବରୁଣ ଧାୱନ ରହିଥାନ୍ତେ । ସବୁ କିଛି ଠିକଠାକ ଚାଲିଥିଲା ତେବେ କିଛି ଏମିତି ହୋଇଥିଲା ଯାହାର ଉମିଦ କେହି କରିପାରି ନଥିଲେ ।

ସୁଟ ସମୟରେ ବରୁଣ ଧାୱନ କ୍ଲୋଜ କ୍ଲିନ ସେବ କରିକି ସେଟରେ ଫହଁଚିଥିଲେ କାହିଁକିନା ତାଙ୍କୁ କିଛି କ୍ଲୋଜଅପ ଷ୍ଟଣ୍ଟ ଦବାର ଥିଲା । ସେ ଗାଡିର ଭିତରରେ ଥିଲେ ଏବଂ ଗାଡି ଚଟାଣ ଉପରେ ଲଟକି ରହିଥିଲା ।

ବରୁଣ ଷ୍ଟଣ୍ଟ ଡ଼ାଇରେକ୍ଟର ଏବଂ ଷ୍ଟଣ୍ଟ କାର୍ଡିନେଟରଙ୍କ ସାଥିରେ ଏହି ସବୁ ପ୍ରାଟୀସ କେତେବାର ସେଫ ଜୁନରେ କରିଥିଲେ କିନ୍ତୁ ପୁଣି ମଧ୍ୟ ଏକ ରିଅଲ ଷ୍ଟଣ୍ଟ ସମୟରେ ଗଡ଼ବଡ଼ି ହୋଇଯାଇଥିଲା । କାରର ଦରବାଜ ଅଟକି ଯାଇଥିଲା ଏବଂ ଯେତେ କୋସିସ କରିଥିଲେ ମଧ୍ୟ ଖୋଲି ନଥିଲା ।

ଡ଼ରି ନଥିଲେ ବରୁଣ ଧାୱନ
ଷ୍ଟଣ୍ଟ କାର୍ଡିନେଟର ବଡ଼ ଝେନଝେଟ ହେବାପରେ ବରୁଣଙ୍କ ସୁରକ୍ଷିତ ବାହାରକୁ ବାହାର କରିଥିଲେ । ଏକ ସୂତ୍ର ମୁତାବିକ, ‘ବରୁଣ ଧାୱନ ଏହି ଘଟଣାକ୍ରମ ସମୟରେ ପୁରା ଶାନ୍ତ ରହିଥିଲେ ।

ଦିକତ ଏଇଥିପାଇଁ ହେଉଥିଲା,କାହିଁକିନା ଗାଡି କିନାରା ଉପରେ ଲଟକିଥିଲା । ତେବେ ଶେଷରେ ଷ୍ଟଣ୍ଟ କାର୍ଡିନେଟର ବରୁଣଙ୍କୁ ସୁରକ୍ଷିତ ବାହାର କରିବାରେ ସକ୍ଷମ ହୋଇଥିଲେ ।


ସେୟାର କରନ୍ତୁ