ଚୁଟକିରେ ଉଭାନ ହେଇଯିବ ଗ୍ୟାଷ୍ଟ୍ରିକ ସମସ୍ୟା,ଆପଣାନ୍ତୁ ଏହି ଉପାୟ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

କିଛି ଖବର ଏପରି ହୋଇଥାଏ ଯାହା ଉପରେ ଭରସା କରିପାରିବା ମୁସକିଲ୍ ହୋଇଥାଏ କିନ୍ତୁ ଯେବେ କଥା ସ୍ୱାସ୍ଥ୍ୟ ଉପରେ ଆସେ ତେବେ ଆମେ ଭାବିବାକୁ ବାଧ୍ୟ ହୋଇଯାଉ , ଆଜି କାଲିର କର୍ମବ୍ୟସ୍ତ ଜୀବନ ଭିତରେ ଲୋକେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉନାହାନ୍ତି ଯାହା ଦ୍ୱାରା ତାଙ୍କୁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡୁଛି , ଆଜିର ଏହି ଭାଗରେ ଆପଣଙ୍କୁ ଏହି ଆଧୁନିଜ ଯୁଗରେ ଅଧିକାଂଶ ଲୋକେ ଫାଷ୍ଟଫୁଡ୍ ର ସେବନ କରନ୍ତି , ଯାହାର କାରଣରୁ ଗ୍ୟାସ୍ ପରି ସମସ୍ୟା ଦ୍ୱାରା ପୀଡିତ ହୁଅନ୍ତି , ପ୍ରତ୍ୟେକ ପାଞ୍ଚରୁ ୩ ଜଣ ଲୋକ ଗ୍ୟାସ୍ ଦ୍ୱାରା ସମସ୍ୟାରେ ପୀଡିତ ଅଛନ୍ତି , ଆମର ଅନିୟମିତ ଖାଦ୍ୟପେୟ ଓ ଜୀବନ ଶୈଳୀ କାରଣରୁ ଏହା ହୋଇଥାଏ ।

ଏଥିରୁ ମୁକ୍ତି ପାଇବାକୁ ହେଲେ ଆମେ ଗ୍ୟାସ୍ ର ମେଡିସିନ୍ ସେବନ କରିଥାଉ , ଯାହାର ଫାଇଦା ବହୁତ ସମୟ ଯାଏଁ ରହିନଥାଏ , ଏହା ଦ୍ୱାରା ଆମ ଶରୀରରେ ସାଇଡ୍ ଇଫେକ୍ଟ ବି ଦେଖାଇପାରେ , କିଛି ସମୟ ସୁସ୍ଥ୍ୟ ପାଇବାପରେ ଗ୍ୟାସ୍ ଆଉଥରେ ଚାଲିଆସେ , ଏଥିପାଇଁ କିଛି ନଖ ଉଷୁମ ପାଣିରେ କଳା ଲୁଣ ମିଶାଇ ପିଇଲେ ପେଟ ସହ ଯୋଡି ହୋଇଥିବା ସମସ୍ୟାରୁ ମୁକ୍ତି ମିଳିପାରିବ , ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ନିଜ ଦିନଚର୍ଚ୍ଚାରେ ଏହାକୁ ସାମିଲ୍ କରାନ୍ତୁ ।

ଖାଦ୍ୟ ଖାଇବାପରେ ଗୁଡର ଏକ ଖଣ୍ତ ଖାଇବା ଦ୍ୱାରା ଆପଣଙ୍କ ଗ୍ୟାସ୍ ର ସମସ୍ୟା ହୁଏ ନାହିଁ , ତାହା ସହ ପେଟର ଅନ୍ତଗୁଡିକୁ ମଜବୁତ୍ କରାଏ , ପାଣିରେ ଅଦା ସିଝାଇ ଏହାର ସେବନ କରିଲେ ଗ୍ୟାସ୍ ଦୂର ହୋଇଯାଏ , ଏହି ଗ୍ୟାସ୍ ସମସ୍ୟା ଏକ ରାମବାଣ ଚିକିତ୍ସା ଅଟେ ,ଯଦି ଆପଣଙ୍କୁ ଗ୍ୟାସ୍ ର ରୋଗ ଅଧିକା ହେଉଛି , ତେବେ ଦିନରେ ୨ ରୁ ୩ ଟି ଲେମ୍ବୁରେ ଚାହା ପିଅନ୍ତୁ । ଏହା ପେଟରେ ଗ୍ୟାସ୍ ହେବାରୁ ରୋକିଥଏ , ଭୋଜନ୍ କରିବା ପରେ ଲବଙ୍ଗ କିମ୍ବା ଇଲାଇଚି ଚୋବାଇଲେଗ୍ୟାସ ସମସ୍ୟା ରୁହେନାହିଁ ୲


ସେୟାର କରନ୍ତୁ