ସକାଳର କଅଁଳ ସୂର୍ଯ୍ୟକିରଣର ଉପକାରିତା ସମ୍ପର୍କରେ ଜାଣନ୍ତୁ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୀତଦିନେ ସକାଳୁ କଅଁଳ ଖରା ସମସ୍ତଙ୍କୁ ଭଲ ଲାଗେ ୲ ତେବେ ଶୀତଦିନରେ କଅଁଳ ଖରାର ଉପକାରିତା ବିଷୟରେ ଆପଣ ଜାଣିଛନ୍ତି କି ? ଏହି କଅଁଳ ଖରାର ଅଛି ଅନେକ ଗୁଣ ୲ ଯାହା ଅାମ ଶରୀର ପାଇଁ ବେଶ ଲାଭ ଦାୟକ ହୋଇଥାଏ ୲
ତେବେ କଣ ସବୁ ଲାଭ ମିଳେ ଏହି କଅଁଳ ଖରାରୁ ଆସନ୍ତୁ ଜାଣିବା ୲

1- ଶୀତଦିନର କଅଁଳ ଖରା ଦେହକୁ ସ୍ପର୍ଶ କରିଲେ ଦେହରେ ତାପମାତ୍ରା ବଢିଯାଏ ଆଉ ଶରୀରକୁ ଉଷୁମ ଲାଗେ ୲

2-ଶୀତଦିନେ ଖରାରେ ବସିବା ଦ୍ଵାରା ମଧୁମେହ ରୋଗୀ ଓ ହ୍ରୁଦରୋଗୀ ମାନଙ୍କୁ ଅନେକ ଫାଇଦା ମିଳିଥାଏ ୲

3-ଶୀତଦିନରେ ସକାଳୁ ଖରାରେ ବସିଲେ ଭିଟାମିନ-ଡି ପ୍ରଚୁର ପରିମାଣରେ ମିଳିଥାଏ ୲

4-କୁନି ପିଲାମାନଙ୍କୁ ସକାଳର କଅଁଳ ସୂର୍ଯ୍ୟ ଖରାରେ ଶୋଇଦେଲେ ସୂର୍ଯ୍ୟ ରଶ୍ମିରୁ ଅନେକ ପୋଷୋକ ତତ୍ଵ ମିଳିଥାଏ ୲

5-ବୟସ ଅଧିକା କାରଣରୁ ଶରୀରରେ ରକ୍ତହୀନତା ଦେଖାଦିଏ ହାଡ଼ ଦୁର୍ବଳ ହୋଇଯାଏ ୲ ତେଣୁ ସକାଳର କଅଁଳ ଖରା ଦେହ ପାଇଁ ବେଶ ଲାଭଦାୟକ ହୋଇଥାଏ ୲


ସେୟାର କରନ୍ତୁ