ଡାଇବେଟିସ ରୋଗ ପାଈଁ ଉପକାରୀ ହେଇଥାଏ କମଳା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ପ୍ରତିଦିନ ଖାଆନ୍ତୁ ଗୋଟିଏ କମଳା ୲ କମଳାରେ ନାଚୁରାଲ ସୁଗାର ଥିବାରୁ ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ୲ ଯାହାଫଳରେ ଡାଇବେଟିସ ବା ମଧୁମେୟ ରୋଗ ହେବାର ଆଶଙ୍କା କାମ ଥାଏ ୲

ମଧୁମେହ ରୋଗୀମାନେ ସବୁବେଳେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବା ପାଈଁ କମଳା ଖାଇବା ଦରକାର ୲ କମଳା ଗୋଟିଏ ଉପକାରୀ ଫଳ ହିସାବରେ ଅନେକ ଫାଇଦା ଶରୀର ପାଈଁ ହୋଇଥାଏ ୲ କମଳାରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହା ଡାଇବେଟିସ ନିୟନ୍ତ୍ରଣରେ ସହାୟକ ହୋଇଥାଏ ୲


ସେୟାର କରନ୍ତୁ