ଆପଣଙ୍କ ମନ ବିଚଳିତ ହେଉଛି କି କରନ୍ତୁ ଏହି କାର୍ଯ୍ୟ ଶାନ୍ତ ହେଇଯିବ ମନ

Truthink
ସେୟାର କରନ୍ତୁ

ମନ ଅସ୍ଥିର ରହୁଛି କି  ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କରିଲେ ମନ ସ୍ଥିର ହୋଇପାରିବ । ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ବ୍ୟସ୍ତ ରୁହନ୍ତି ନିଜ ପାଈଁ ସମୟ ଦେଇ ପାରନ୍ତି ନାହିଁ ।  ଆଜି ଆମେ ଆପଣଙ୍କୁ ଏଭଳି କିଛି କଥା କହିବୁ ଯାହାଦ୍ଵାରା ଆପଣ ନିଜ ମନକୁ ନିଜ ଅଧିନରେ ରଖିପାରିବେ ।
ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ପ୍ରଥମେ କୈଣସି ବି କାର୍ଯ୍ୟରେ ଆପଣ ମାନେ ସେତେ ବେଳ ପର୍ଯ୍ୟନ୍ତ ହସ୍ତକ୍ଷେପ କରନ୍ତୁ ନାହିଁ । ଯେଉଁ ପର୍ଯ୍ୟନ୍ତ ଆପଣ ମାନଙ୍କୁ ପଚରା ଜାଇ ନାହିଁ ।
ଦ୍ୱିତୀୟରେ କ୍ଷେମା କରିବା ଏବଂ କିଛି କଥା କୁ ଭୁଲିବା ସିଖନ୍ତୁ । ବନ୍ଧୁଗଣ କେବେ ଯଦି କେହି ଅଜାଣନ୍ତ ରେ ଭୁଲ କରି ଦେଇ ଥାଏ ତେବେ ତାହାକୁ କ୍ଷେମା କରିଦେବା ଉଚିତ୍ । କେବେ ଯଦି ଆପଣ ମାନଙ୍କୁ କେହି ନିନ୍ଧା କରେ ତେବେ ସେହି କଥା କୁ ଭୁଲି ଯିବା ଉଟିତ୍ । ତୃତୀୟ ରେ କେବେ ବି ନିଜର ପରିଚୟ ସୃଷ୍ଟି କରିବାର ଲାଳସା ରେ ରୁହନ୍ତୁ ନାହିଁ । ଏହା ପରେ କେବେ ବି ପ୍ରତି ହିଂଶା ର ଭାବନା ରଖନ୍ତୁ ନାହିଁ । ଏହା ପରେ ସେତିକି କାମ ହାତକୁ ନିଅନ୍ତୁ ଯେତିକି ଆପଣ ମାନେ କରି ପାରିବେ । ଏହା ପରେ ବନ୍ଧୁଗଣ ପ୍ରତି ଦିନ ଧ୍ୟନ କରନ୍ତୁ ଏହା ଆପଣ ମାନଙ୍କ ଅନ୍ତର ଆତ୍ମା କୁ ମିଳେଇ ଥାଏ ।
ଏହା ପରେ ଆପଣ ମାନେ କେବେ ବି ଏମିତି କିଛି କାମ କରନ୍ତୁ ନାହିଁ । ଯାହା ଦ୍ୱାରା ଆପଣ ମାନଙ୍କୁ ପସ୍ତେଇବା ପାଇଁ ପଡି ପାରେ । ଏହା ପରେ କେବେ ବି ବନ୍ଧୁଗଣ କାହା ଠାରୁ କିଛଇ ପାଇବାର ଇଚ୍ଛା ରଖନ୍ତୁ ନାହିଁ । ସେହି ପରି ଭାବେ ଜିବନରେ ଯାହା କେବେ ବଦଳି ପାରିବ ନାହିଁ ତାହାକୁ ସହିବା ସିଖନ୍ତୁ । ଏବଂ ସେଷ ରେ ବନ୍ଧୁଗଣ କେବେ ବି ଆପଣ ମାନଙ୍କ ମସ୍ତିସ୍କ କୁ ଖାଲି ରଖନ୍ତୁ ନାହିଁ ।


ସେୟାର କରନ୍ତୁ