ୠଣ କରି ଟେନସନରେ ଅଛନ୍ତି କି ଆପଣାନ୍ତୁ ଏହି ଉପାୟ,ଦୂରେଇଯିବ ସବୁ ଦୁଃଖ

Truthink
ସେୟାର କରନ୍ତୁ

କେତେକ ବ୍ୟକ୍ତି ବିଭିନ୍ନ ପରିସ୍ଥିତିରେ ଫସି ଯାଇ କରଜ କରିଥାନ୍ତି ଓ ଏହି କରଜରୁ ମୁକ୍ତି ପାଇବା ପାଇଁ ସେ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହିଭଳି ସ୍ଥିତିରେ ପହଞ୍ଚିବା ପଛରେ ଆପଣମାନଙ୍କ ଗ୍ରହ ମାନଙ୍କର ଭୂମିକା ଥାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଷଷ୍ଠମ, ଅଷ୍ଟମ, ଦ୍ୱାଦଶ ଓ ମଙ୍ଗଳ ଗ୍ରହ କରଜର କାରଣ ଅଟେ । ମଙ୍ଗଳବାର ଓ ବୁଧବାରକୁ କରଜ ଦେବା କିମ୍ବା ନେବା ଉଚିତ ନୁହେଁ ।


ସେୟାର କରନ୍ତୁ