କଟା ପିଆଜ ଫ୍ରିଜରେ ରଖୁଛନ୍ତି କି ? ହେଇପାରେ ଏହି ସବୁ ଅସୁବିଧା

Truthink
ସେୟାର କରନ୍ତୁ

ଆମେ ସାଧାରଣତଃ ଘରେ ପନିପରିବା ସବୁକୁ ସତେଜ ରଖିବା ପାଈଁ ଫ୍ରିଜରେ ସାଇତି କରି ରଖନ୍ତି । ଯେପରି ଏହା ଅନେଜ ଦିନ ପର୍ୟନ୍ତ ସତେଜ ହୋଇ ରହିପାରିବ । ଏହା କିଛି କ୍ଷତ୍ରରେ ଭଲ ହୋଇଥାଏ । ଆଉ କେତେକାଂଶ ରେ ଏହାର ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ କଥା କହିବୁ ଯାହା  ଜାଣିଲେ ଆପଣ ଆଉ ଫ୍ରିଜରେ କଟା ପିଆଜ ରଖିବେ ନାହିଁ ।

ବିଶେଷଜ୍ଞଙ୍କ ମଧ୍ୟରେ କଟା ପିଆଜକୁ ଫ୍ରିଜରେ ସାଇତି କରି ରଖି ଏହାକୁ ବ୍ୟବହାର କରିଲେ ଏଥିରେ ବ୍ୟାକ୍ଟେରିଆ ବ୍ୟାପିଯାଏ । ଯାହା ଶରୀର ଉପରେ ପ୍ରଭାବ ପକାଇଥାଏ ।

କଟା ପିଆଜକୁ ଫ୍ରିଜରେ ରଖିଲେ ପିଆଜରେ ବ୍ୟାକ୍ଟେରିଆ ବ୍ୟାପିଥାଏ । ଏଥିସହିତ ଫ୍ରିଜରେ ଥିବା ଅନ୍ୟାନ୍ୟ ପରିବାରେ ମଧ୍ୟ ବ୍ୟାକ୍ଟେରିଆ ବ୍ୟାପିଯାଏ । ଫଳରେ ଆମେ ରୋଗର ଶିକାର ହେଇଥାଉ ।
ତେଣୁ ପିଆଜକୁ କାଟିବା ମାତ୍ରେ ସଙ୍ଗେସଙ୍ଗେ ବ୍ୟବହାର କରନ୍ତୁ ଓ ବଳକା ପିଆଜକୁ ଫ୍ରିଜରେ ରଖନ୍ତୁ ନାହିଁ ।


ସେୟାର କରନ୍ତୁ