ଜାଣନ୍ତୁ ଡାଳିମ୍ବ ପତ୍ରର ଔଷଧୀୟ ଗୁଣ ବିଷୟରେ

Truthink
ସେୟାର କରନ୍ତୁ

ଆମେ ସମସ୍ତେ ଜାଣନ୍ତି ଡାଳିମ୍ବ ହେଉଛି ଏକ ଉତ୍ତମ ଫଳ । ଯାହା ଦେହ ପାଈଁ ଅନେକ ହିତକର ହୋଇଥାଏ । ହେଲେ କେବେ ଭାବିଛନ୍ତି କି ଡାଳିମ୍ବ ଗଛର ପତ୍ର ମଧ୍ୟ ଆମର ଅନେକ ଉପକାରରେ ଆସିଥାଏ ।

1- ଯଦି ଆପଣ କାର୍ଯ୍ୟ ବ୍ୟସ୍ତତା ଭିତରେ ରାତ୍ରି ହୁଅନ୍ତି କିମ୍ବା ଅନ୍ୟ କେଉଁ କାରଣ ପାଈଁ ତେବେ ଡାଳିମ୍ବ ଗଛର ପତ୍ର ଖାଇଲେ ନିଦ୍ରାହୀନତା ଦୂରେଇ ଯାଏ ଓ ଆଖିକୁ ସତେଜ ଲାଗେ ।

2-ଡାଳିମ୍ବ ଗଛର ପତ୍ରର ଚା ଦେହ ପାଈଁ ଅନେକ ହିତକର ହୋଇଥାଏ । ଯାହା ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ ।
3-ଯଦି କେବେ ଆପଣକୁ ତରଳ ଝାଡ଼ା ହେଉଛି ତେବେ ଡାଳିମ୍ବ ଗଛର ପତ୍ରର ରସ ପିଇଲେ ଝାଡ଼ା ବନ୍ଦ ହୋଇଯାଏ ।
4-କାଶ ଜନିତ ସମସ୍ୟାରୁ ବି ଡାଳିମ୍ବ ପତ୍ର ମୁକ୍ତି ଦିଏ ।

5-ଯଦି କେବେ ଆପଣଙ୍କର ପାଟି ଘା ହେଉଛି ତେବେ ଡାଳିମ୍ବ ପତ୍ର ହେଉଛି ସବୁଠୁ ଉପକାରୀ ଔଷଧ । ଡାଳିମ୍ବ ପତ୍ରକୁ ପାଣିରେ ଗରମ କରୀ ପିଇଲେ ପାଟି ଘା ଭଲହେଇଯାଏ ।


ସେୟାର କରନ୍ତୁ