ଚୀନରେ ଏବେ ହନ୍ତା ଭାଇରସରେ ମୃତ୍ୟୁ, ଜାଣିବା କେମିତି ଏହି ଭାଇରସ ଗ୍ରାସ କରିଥାଏ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଚୀନର ୟୁନାନ ପ୍ରବୀନ୍ସ ବ୍ୟକ୍ତିର ହନ୍ତା ଭାଇରସରେ ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ଏକ ବସରେ ଯାଉଥିଲେ । ଏହା ପରେ ସେହି ବସରେ ଯାଉଥିବା ଅନ୍ୟ 32 ଜଣ ଲୋକଙ୍କର ମଧ୍ୟ ଯାଞ୍ଚ କରାଯାଇଛି । ଗୋଟିଏ ପଟେ ଯେବେ ଦୁନିଆ କୋରୋନା ଭାଇରସ ସାଥିରେ ସଂଘର୍ଷ କରୁଅଛି,ସେହି ସମୟରେ ହନ୍ତା ଭାଇରସ ପାଇଁ ମୃତ୍ୟୁର ଖବର ଆସିଅଛି ।

ହନ୍ତା ଭାଇରସ କିଛି ଏକ ଭାଇରସ ଅଟେ ନାହିଁ । କିନ୍ତୁ କିଛି ଭାଇରସର ସମୂହକୁ ଏହି ନାମରେ ସମ୍ବୋଧିତ କରାଯାଇଥାଏ । ଏହି ଭାଇରସ ସାଧାରଣତଃ ମୂଷା ମାନଙ୍କ ଠାରେ ଦେଖାଯାଇଥାଏ । କିନ୍ତୁ ଏହି ଭାଇରସ ପାଇଁ ମୂଷା ମାନଙ୍କୁ କିଛି ହୋଇନଥାଏ ।

ହନ୍ତା ଭାଇରସ ଦୁନିଆରେ ବିଭିର୍ନ ଭାଗରେ ପୂର୍ବରୁ ମହଜୁଦ ଅଛି,ଏଥିରେ ଏସିଆ, ଆଫ୍ରିକା ଠାରୁ ନେଇକରି ଆମେରିକା ପର୍ଯ୍ୟନ୍ତ ସାମିଲ ଅଟେ । ହନ୍ତା ଭାଇରସ ପାଇଁ ଇନସାନକୁ କେତେ ପ୍ରକାରର ବୀମାର ହୋଇପାରେ ।

ହନ୍ତା ଭାଇରସ ପାଇଁ ହେଉଥିବା ବୀମାରରେ ହାଲୁକା ଫୁଲକା ଜ୍ୱର ୟା ଫ୍ଲୋ ଭଳି ନେଇକରି ସାଂସର ଗମ୍ଭୀର ବୀମାର ମଧ୍ୟ ହୋଇପାରେ । ଏଥିରେ ଲଗାତାର ରକ୍ତ ବୋହିପାରେ ଏବଂ ଏବଂ କିଡ଼ନୀର ବୀମାର ମଧ୍ୟ ହୋଇପାରେ ।

ୟୁରୋପ, ଆଫ୍ରିକା ଏବଂ ଏସିଆରେ ପାଇଯାଉଥିବା ହନ୍ତା ଭାଇରସକୁ ଓଲ୍ଲୋଡ଼ ୱାର୍ଲଡ ହନ୍ତା ଭାଇରସ କୁହାଯାଇଥାଏ ।ଏଥିରେ ଲଗାତାର ରକ୍ତ ବୋହିଥାଏ ଏବଂ ଏବଂ କିଡ଼ନୀର ବୀମାର ମଧ୍ୟ ହୋଇଥାଏ ।

ସେଇଠି,ଆମେରିକାରେ ପାଇଯାଉଥିବା ହନ୍ତା ଭାଇରସକୁ ନ୍ୟୁ ୱାର୍ଲଡ଼ ହନ୍ତା ଭାଇରସ କୁହାଯାଇଥାଏ । ନ୍ୟୁ ୱାର୍ଲଡ଼ ହନ୍ତା ଭାଇରସ ପାଇଁ ସାଂସର ଗମ୍ଭୀର ବୀମାର ହୋଇପାରେ । ଏହାକୁ ହନ୍ତା ଭାଇରସ ପଲ୍ମନେରୀ ସିଣ୍ଡୋମ (HPS) ମଧ୍ୟ କହିଥାନ୍ତି ।


ସେୟାର କରନ୍ତୁ