ସପନା ଚୌଧୁରୀଙ୍କର ‘ଷ୍ଟେଜ ଶୋ’ ହେଉଛି ଭାଇରଲ, 1 କରୋଡ଼ରୁ ବେଶୀ ଥର ଦେଖାଗଲାଣି ଭିଡ଼ିଓ

ସିନେମା
ସେୟାର କରନ୍ତୁ

ହରିୟାଣା : ନିଜର ଦେଶୀ ଅନ୍ଦାଜରେ ଦର୍ଶକଙ୍କର ହୃଦୟ ଜିତୁଥିବା ହରିୟାଣୀ ଡ୍ୟାନ୍ସସିଂ କୁଇନ ସପନା ଚୌଧୁରୀଙ୍କର ଏକ ‘ଷ୍ଟେଜ ଶୋ’ ଭିଡ଼ିଓ ସୋସିଆଲ ମିଡିଆରେ ଧମାଲ ମଚାଉଛି । ଏହି ଭିଡିଓରେ ସପନା ଚୌଧୁରୀଙ୍କର ଡ଼୍ୟାନ୍ସ ଦେଖିବା ପାଇଁ ଖୁବ ଭିଡ଼ ଜମିଥିବାର ଦେଖାଯାଉଅଛି ।

ଏହି ଷ୍ଟେଜ ଶୋ ସମୟରେ ସପନା ଚୌଧୁରୀ ନିଜର ହରିୟାଣୀ ଗୀତ ‘ବନ୍ଧୁକ ଚଲେଗି’ରେ କାତିଲାନା ଡ୍ୟାନ୍ସ ଦେଖାଉଛନ୍ତି । ତାଙ୍କର ଏହି ଡ୍ୟାନ୍ସକୁ ଖୁବ ପସନ୍ଦ କରାଯାଉଅଛି । ୟୁଟ୍ୟୁଵରେ ତାଙ୍କର ଏହି ଡ୍ୟାନ୍ସକୁ 1 କୋଟିରୁ ଅଧିକ ବ୍ୟୁଜ ମିଳିସାରିଲାଣି ।

ଲକଡାଉନ ସମୟରେ ସପନା ଚୌଧୁରୀଙ୍କର ଭିଡ଼ିଓର ସର୍ଚିଙ୍ଗ ବଢ଼ିଯାଇଅଛି । କହିବାକି କରୋନା କାରଣରୁ ଏହି ସମୟରେ ସପନା ଚୌଧୁରୀଙ୍କର ଷ୍ଟେଜ ଶୋ ହୋଇପାରୁନାହିଁ,ଏମିତିରେ ତାଙ୍କର ଚାହିଁବା ଵାଲା ୟୁଟ୍ୟୁବରେ ତାଙ୍କର ପୁରୁଣା ଭିଡିଓକୁ ଖୁବ ସର୍ଚ୍ଚ କରୁଅଛନ୍ତି ।

‘ବନ୍ଧୁକ ଚଲେଗି’ ହରିୟାଣୀ ଗୀତରେ ସପନା ଚୌଧୁରୀଙ୍କର ଏହି ଡ଼୍ୟାନ୍ସ ଖୁବ ଭାଇରଲ ହେଉଅଛି । ସପନା ଚୌଧୁରୀ ନିଜର ଏହି ଡ୍ୟାନ୍ସ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବନାଇଛନ୍ତି । ପୁରା ଭାରତରେ କରୋଡ ସଂଖ୍ୟାରେ ତାଙ୍କର ଚାହିଁବା ଵାଲା ଅଛନ୍ତି । ଏହି କାରଣ ପାଇଁ ତାଙ୍କର ଭିଡ଼ିଓ ୟୁଟ୍ୟୁବରେ ଆସିବା କ୍ଷଣି ଛାଇ ଯାଇଥାଏ ।

ଏଠାରେ ଦେଖନ୍ତୁ ଭିଡ଼ିଓ….


ସେୟାର କରନ୍ତୁ