ରାଜ୍ୟରେ ସୁସ୍ଥ ହେଲେ 2010 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 268115 ରାଜ୍ୟ October 27, 2020October 27, 2020 Truthink ସେୟାର କରନ୍ତୁ ଭୁବନେଶ୍ୱର : ଆଜି ରାଜ୍ୟରେ 2010 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 268115ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । Another 2010 Covid patients have recovered and are being discharged on 27.10.2020269 from Khordha164 from Cuttack103 from Mayurbhanj102 from Sundargarh99 from Sonepur89 from Keonjhar86 from Bolangir79 from Bargarh75 from Jajapur73 from Anugul73 from Nabarangpur— H & FW Dept Odisha (@HFWOdisha) October 27, 2020 15 from Deogarh7 from Rayagada55 from State PoolThe total recovered cases of Odisha now stand at 268115— H & FW Dept Odisha (@HFWOdisha) October 27, 2020 ସେୟାର କରନ୍ତୁ