ରାଜ୍ୟରେ ସୁସ୍ଥ ହେଲେ 1340 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 292477କୁ ବୃଦ୍ଧି ରାଜ୍ୟ November 11, 2020November 11, 2020 Truthink ସେୟାର କରନ୍ତୁ ଭୁବନେଶ୍ୱର : ଆଜି ରାଜ୍ୟରେ 1340 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 292477ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । Another 1340 Covid patients have recovered and are being discharged on 11.11.2020159 from Khordha106 from Sundargarh99 from Cuttack86 from Bolangir76 from Kendrapara71 from Bargarh70 from Nuapada63 from Puri56 from Jagatsinghpur55 from Keonjhar55 from Mayurbhanj— H & FW Dept Odisha (@HFWOdisha) November 11, 2020 ସେୟାର କରନ୍ତୁ