ମେଷ: ଆଜି ଆପଣଙ୍କ ଲାଗି ଭଲ ଦିନଟିଏ ସାବ୍ୟସ୍ତ ହେବ । ଉତ୍ତମ ବ୍ୟବହାର ବଳରେ ସମସ୍ତଙ୍କର ମନ ଜିଣି ପାରିବେ । ଛାତ୍ର-ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭାରି ରହିବ ।
ବୃଷ: ବନ୍ଧୁଙ୍କ ଗହଣରେ ସମୟ ବିତିବ । ଭାବିଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଇ˚ଜିନିୟରଙ୍କ ଲାଗି ଦିନଟି ଅତି ଉତ୍ତମ ରହିଛି ।
ମିଥୁନ: ପରିଶ୍ରମର ଫଳ ପାଇବେ। ବନ୍ଧୁଙ୍କ ଗହଣରେ ସମୟ ଅତିବାହିତ ହେବ । କୌଣସି କାର୍ଯ୍ୟକୁ ନେଇ ପରିବାରରେ ଆପଣଙ୍କ ଗୁଣଗାନ ହେବ । ଧନ ସମ୍ୱନ୍ଧିୟ କ୍ଷେତ୍ରରେ ସ୍ଥିତି ଠିକ୍ ରହିବ ।
କର୍କଟ: ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ରହିଛି କୌଣସି ନୂଆ କାମ ହାତକୁ ନେବା ଭଲ । ଅଫିସରେ ଆପଣଙ୍କ ପ୍ରମୋସନ ହୋଇ ନୂଆ ଦାୟିତ୍ବ ନେଇପାରନ୍ତି । କାରବାର ସ˚ପର୍କିତ ଭଲ ଖବର ପାଇବେ ।
ସି˚ହ: ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହଯୋଗ ପାଇବେ। ଆଜି ଦିନଟି ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି ନୂଆ ଚୁକ୍ତିପତ୍ର ସ୍ଵାକ୍ଷର କରି ପାରନ୍ତି ଯାହା ଦ୍ୱାରା ଆପଣଙ୍କୁ ଲାଭ ହେବ । ବନ୍ଧୁଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇପାରନ୍ତି ।
କନ୍ୟା: ଜୀବନରେ ନୂଆ କିଛି ପରିବର୍ତ୍ତନ ହେବାର ରହିଛି । କୌଣସି ନୂଆ ଚୁକ୍ତିପତ୍ର ସ୍ଵାକ୍ଷର କରି ପାରନ୍ତି ଯାହା ଦ୍ୱାରା ଆପଣଙ୍କୁ ଲାଭ ହେବ । ବେପାରରେ ଯୋଜନାବଦ୍ଧ ରୂପେ କାମ କଲେ ଲାଭ ପାଇବେ ।
ତୁଳା: ଆଜି ଆପଣଙ୍କର ଆଧ୍ୟାତ୍ମିକ ଚିନ୍ତାରେ ସମୟ ଅତିବାହିତ ହେବ । ଧନ ଆସିବା ହେତୁ ଆର୍ଥିକ ରୂପେ ଆଶ୍ବସ୍ତ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବିଛା: ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । କୌଣସି କଥାକୁ ନେଇ ଅଧିକ ଜିଦ୍ କରନ୍ତୁ ନାହିଁ ନଚେତ ହଇରାଣ ହୋଇ ପାରନ୍ତି । ନୂଆ କାମ କରିବା ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବା ଭଲ ।
ଧନୁ: କୌଣସି ମାମଲା ନେଇ କାହା ସହ ଆଲୋଚନା କରିପାରନ୍ତି । ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ । ପ୍ରେମ ସମ୍ବନ୍ଧ ମଜଭୁତ ହେବ । ରାଜନୈତିକ କ୍ଷେତ୍ରରେ ଆଗକୁ ବଢିବେ ।
ମକର: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । କୌଣସି ଦିଗରୁ ଶୁଭ ସମାଚାର ପାଇବା ହେତୁ ଖୁସି ରହିବେ । ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି ।ଛାତ୍ରଛାତ୍ରୀ ମାନେ ଭଲ କରିବେ ।
କୁମ୍ଭ: ଦେବ ଦର୍ଶନ ପାଇଁ ଯାଇପାରନ୍ତି । ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ । ରାଜନୈତିକ କ୍ଷେତ୍ରରେ ଆଗକୁ ବଢିବେ । ପାରିବାରିକ ଜୀବନ ଶାନ୍ତିମୟ ହେବ । ପ୍ରେମରେ ପ୍ରଗାଢତା ଆସିବ ।
ମୀନ: ଅତୀତ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । କର୍ମକ୍ଷେତ୍ରରେ ଅଶାନ୍ତିର ସାମନା କରିବାକୁ ପଡ଼ିପାରେ । କାହାରିକୁ ଅତ୍ୟଧିକ ବିଶ୍ବାସ କରନ୍ତୁ ନାହିଁ, ଜଗି ରଖି ଚାଲନ୍ତୁ ।