ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଭାଗବତ ପ୍ରେମି ହେବେ । ମଧୁରଭାଷୀ ହୋଇପାରନ୍ତି । କୌଣସି ଶୁଭ ସମାଚାର ମିଳିବା ହେତୁ ମନ ପ୍ରସନ୍ନ ରହିବ । ଆସ୍ତିକ ଓ ମେଳାପୀ ପ୍ରକୃତିର ହୋଇପାରନ୍ତି ।

ବୃଷ: ମନ ପ୍ରସନ୍ନ ରହିବ ଓ ଇଷ୍ଟଦେବଙ୍କ ଧୢାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ । ବ୍ୟବସାୟରୁ ଅଧିକ ଧନଲାଭ ହେବ । ପ୍ରେମ ସମ୍ୱନ୍ଧରେ ମୁଣ୍ଡ ନପୁରାଇବା ଭଲ ।

ମିଥୁନ: ବୃଦ୍ଧିବଳରେ ଉନ୍ନୟନ କାର୍ଯ୍ୟ ହାତକୁ ଆଣିପାରନ୍ତି । ବିଭିନ୍ନ ଦିଗରୁ ସହଯୋଗ ଓ ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଅଭିଭାବକଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ପାଇବେ ।

କର୍କଟ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଚଞ୍ଚଳମନା ହେବେ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ପରକୁ ଆପଣାର କରିବାରେ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ଭଲ କରିବେ ।

ସିଂହ: ସଫଳତା ଲାଭ କରିବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷତ୍କାର ହେବ । ଲୋକପ୍ରିୟତା ଅର୍ଜନ କରିବେ । କର୍ମ ଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ନୀରାମୟ ଜୀବନ ଯାପନ କରିପାରନ୍ତି ।

କନ୍ୟା: ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । ଅର୍ଥାଗମର ସୂଚନା ରହିଛି ।

ତୁଳା: ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଭାଗ୍ୟଶାଳୀ ଏବଂ ଭୋଗ-ବିଳାସରେ ଅତିବାହିତ ହୋଇପାରେ ।ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।
ବ୍ୟବସାୟରେ ଲାଗିରହିଥିବା ବିବାଦ ସମାପ୍ତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ ।

ବିଛା: ମିଳିଥିବା ସୁଯୋଗକୁ ହାତଛଡା ନ କରିବା ଭଲ । କ୍ୟାରିୟରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ମହିଳାମାନଙ୍କ ଲାଗି ଦିନଟି ଭଲ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି ।

ଧନୁ: ବନ୍ଧୁ ସହୋଦରଙ୍କ ଠାରୁ ସହାୟତା ମିଳିବ । ଦୀର୍ଘ ଦିନର ବନ୍ଧୁତା ପ୍ରେମ ସଂପର୍କରେ ବଦଳି ପାରେ । ଆକସ୍ମିକ ଧନ ଲାଭ ହୋଇପାରେ । ରାନୈତିକ କ୍ଷେତ୍ର ପ୍ରସ୍ତୁତ ପାଇଁ ଅଣ୍ଟା ଭିଡି ପାରନ୍ତି ।

ମକର: ଆଶା କରୁଥିବା କାର୍ଯ୍ୟଟି ହାତକୁ ଆସିପାରେ । ନିଜର ସାମର୍ଥ୍ୟ ବଳରେ ସବୁ କାମ ସ˚ପୂର୍ଣ୍ଣ କରିନେବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ ।

କୁମ୍ଭ: ନିଜର ଦାୟିତ୍ୱ ପାଇଁ ବ୍ୟଗ୍ର ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୁଚନା ମିଳୁଛି । ବିଭିନ୍ନ ଦିଗରୁ ସହାୟତା ମିଳିବ । ପ୍ରେମ ସମ୍ୱନ୍ଧରେ ପ୍ରଗାଢତା ଆସିବ ।

ମୀନ: ଉଦାର ପ୍ରକୃତିର ହେବେ । ନୂଆ କାମ ପାଇଁ ଦୂର ସ୍ଥାନକୁ ଯିବେ । ଦାନ-ଧର୍ମକୁ ଆଦରି ନେଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକର୍ମରେ ମନୋନିଵେଶ ଲାଗିବ ।


ସେୟାର କରନ୍ତୁ