ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଟଙ୍କା ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ବ୍ୟବସାୟରେ ପରିବାରର ସହଯୋଗ ପାଇବେ। ସୁସମ୍ବାଦ ପ୍ରାପ୍ତ ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ପ୍ରେମରେ ସଫଳତା ମିଳିବ ।

ବୃଷ: ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ । କୋର୍ଟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ପ୍ରେମରେ ସଫଳତା ମିଳିବ । ଅଚାନକ ଧନଲାଭ ହେବାର ସମ୍ଭାବନା ।

ମିଥୁନ: କର୍ମ ଚଞ୍ଚଳ ରହିବେ । ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାକୁ ସକ୍ଷମ ହେବେ । ଘରର କୌଣସି ନୂଆ ଦାୟିତ୍ବ ଆପଣଙ୍କ ନିକଟକୁ ଆସିବ। ବନ୍ଧୁଙ୍କ ଗହଣରେ ସମୟ ବିତିପାରେ ।

କର୍କଟ: ବାଦ ବିବାଦରେ ବିଜୟୀ ହେବେ । ଆପଣଙ୍କ ପିଲା ବ୍ୟବସାୟରେ ସଂପୂର୍ଣ୍ଣ ସହଯୋଗ କରିବେ । ନୂଆ ଘର ତିଆରି ଲାଗି ଯୋଜନା କରିବେ । କିଛି ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି ।

ସି˚ହ: ମନ ପ୍ରସନ୍ନ ରହିବ । ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି ।

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ତୁଳା: ଆଜି ଦିନଟିରେ ଆପଣ ଟିକେ ଜଗି ରଖି ଚାଲନ୍ତୁ । ଆପଣଙ୍କର କ୍ଷମତା ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ବିଛା: ପାରିବାରିକ ଜୀବନ ସୁଖମୟ ହେବ । ପଦୋନ୍ନତି ମିଳିପାରେ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ । ବୈବାହିକ ଜୀବନରେ ପ୍ରସନ୍ନତା ବଜାୟ ରହିବ ।ସମାଜରେ ପ୍ରଶଂସା ପାଇବେ ।

ଧନୁ: ଅଧୁରା କାମ ପୂରା କରିବାରେ ସକ୍ଷମ ହେବେ । ସାମାଜିକ କାର୍ଯ୍ୟରେ ସମୟ ଦେବେ। ଅଚାନକ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ପ୍ରେମ ସମ୍ୱନ୍ଧରେ ଭଲ ରହିବ ।

ମକର: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ । ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ । ବୈବାହିକ ଜୀବନ ଖୁସିମୟ ହେବ ।

କୁମ୍ଭ: ତରବରିଆ ଭାବେ କୌଣସି କାମ କଲେ ଅସୁବିଧାରେ ପଡ଼ି ପାରନ୍ତି । ସୁଖ-ସମ୍ମାନ ଲାଭ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ଚାକିରିଆଙ୍କୁ ଖୁସି ଖବର ମିଳିବ ।

ମୀନ: ବେପାରରେ ଉଚିତ ଲାଭ ପାଇବେ । ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ ।


ସେୟାର କରନ୍ତୁ