ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । କୌଣସି କଥାକୁ ନେଇ ମନ କଷ୍ଟ ହୋଇପାରେ । ବ୍ୟବସାୟରେ ପ୍ରଗତି ହେବାର ସମ୍ଭାବନା ରହିଛି । ପ୍ରେମରେ ସଫଳତା ମିଳିବ ।

ବୃଷ: ପୂର୍ବରୁ କରିଥିବା କାମର ମନ ମୁତାବକ ଲାଭ ଉଠାଇ ପାରନ୍ତି । ଅଚାନକ ଧନଲାଭ ହେବାର ସମ୍ଭାବନା । ଦୀର୍ଘ ଦିନରୁ ଲାଗି ରହିଥିବା ମତଭେଦ ଦୂର ହୋଇପାରେ ।

ମିଥୁନ: ଯାହାକୁ ନେଇ ଚିନ୍ତିତ ଅଛନ୍ତି ତାହାର ସମାଧାନର ବାଟ ଖୋଲିପାରେ । ଆଶା ପୂରଣ ହୋଇପାରେ ଏବଂ କିଛି ନୂଆ କରିବାର ସୁଯୋଗ ମିଳିପାରେ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ ।

କର୍କଟ: ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି । ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି । ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ ।

ସି˚ହ: ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ଦୂର ହୋଇପାରେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ପ୍ରେମରେ ସତେଜତା ଅନୁଭବ କରିବେ ।

କନ୍ୟା: କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ରାଜନୀତିରେ ନୂଆ ଆଶା ଉଜୀବିତ ହେବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ତୁଳା: ଆଜି ଦିନଟି ଶୁଭ ଦାୟକ ସାବ୍ୟସ୍ତ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି । ପ୍ରେମ ପ୍ରସଙ୍ଗରେ ମଧୁରତା ବଢିବ ।

ବିଛା: ଲାଗି ରହିଥିବା ସମସ୍ୟା ଦୂର ହୋଇପାରେ । ଅର୍ଥନୈତିକ ମାମଲାରେ ଲାଭ ମିଳିପାରେ । ବୈଦେଶିକ ବ୍ୟାପାର କ୍ଷେତ୍ରରେ ଚୁକ୍ତି ହୋଇପାରେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

ଧନୁ: ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ । ଆପଣ ଚିନ୍ତା କରିଥିବା କାମ ପୁରା ହୋଇପାରେ । କଳା ସାହିତ୍ୟ କ୍ଷେତ୍ରରେ ସମ୍ମାନ ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ ।

ମକର: ଚାକିରିଆଙ୍କୁ ଖୁସି ଖବର ମିଳିବ । ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ମାନ ଗ୍ରହଣ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ । ବୈବାହିକ ଜୀବନ ଖୁସିମୟ ହେବ ।

କୁମ୍ଭ: ଆଜି ଦିନରେ ଟିକେ ଜଗି ରଖି ଚାଲନ୍ତୁ । ଅଧୁରା କାମ ପୂରା ହେବ । ବେପାରରେ ଉଚିତ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ସୁଖ-ସମ୍ମାନ ଲାଭ କରିପାରନ୍ତି ।

ମୀନ: ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ ।


ସେୟାର କରନ୍ତୁ