ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଘରକୁ ବନ୍ଧୁଆଗମନର ସୂଚନା ରହିଛି । ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ସୁସମ୍ବାଦ ପ୍ରାପ୍ତ ହୋଇପାରେ । ବ୍ୟବସାୟରେ ପ୍ରଗତି ହେବ । ପ୍ରେମରେ ସଫଳତା ମିଳିବ ।

ବୃଷ: କିଛି ନୂଆ କରିବାର ସୁଯୋଗ ମିଳିପାରେ । ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି ।ଅଚାନକ କୌଣସି କାର୍ଯ୍ୟକୁ ନେଇ ବିବ୍ରତ ହୋଇପାରନ୍ତି । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ ।

ମିଥୁନ: ପାରିବାରିକ କଳହରୁ ଦୂର ରୁହନ୍ତୁ । ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସକ୍ଷମ ହେବେ । କିଛି ନୂଆ କରିବାର ସୁଯୋଗ ମିଳିପାରେ । ଭଲପାଇବା କ୍ଷେତ୍ରରେ ସହଯୋଗ ମିଳିବ ।

କର୍କଟ: ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ । ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି ।କିଛି ଜରୁରୀ ବିଷୟରେ ବରିଷ୍ଠଙ୍କ ସହ କଥାବାର୍ତ୍ତା କରିପାରନ୍ତି ।

ସି˚ହ: ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ରାଜନୈତିକ କ୍ଷେତ୍ରରେ ପତିଆରା ଜମାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସମାଧାନର ବାଟ ଖୋଲିପାରେ । ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି ।

କନ୍ୟା: ସୁସମ୍ବାଦ ପ୍ରାପ୍ତ ହୋଇଅଛି । କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ତୁଳା: ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି । ଆପଣଙ୍କର କ୍ଷମତା ବୃଦ୍ଧି ହେବ । ଯାହା ଫଳରେ ଅନେକ କିଛି ହାସଲ କରିପାରିବେ । ଅକସ୍ମାତ ଧନ ଲାଭର ସୂଚନା ରହିଛି ।

ବିଛା: ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

ଧନୁ: ଅଧୁରା କାମ ପୂରା ହେବ । ଚାକିରିଆଙ୍କୁ ଖୁସି ଖବର ମିଳିବ । ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ । ବୈବାହିକ ଜୀବନ ଖୁସିମୟ ହେବ । ଅନ୍ୟ ଲୋକଙ୍କ ଜରିଆରେ ଆପଣଙ୍କ କାମ ପୂରା ହୋଇପାରେ ।

ମକର: ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ । ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ମାନ ଗ୍ରହଣ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ ।

କୁମ୍ଭ: ସୁସମ୍ବାଦ ପ୍ରାପ୍ତ ହୋଇପାରେ । ରାଜନୈତିକ କ୍ଷେତ୍ରରେ ପତିଆରା ଜମାଇ ପାରନ୍ତି । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।

ମୀନ: ସୁଖ-ସମ୍ମାନ ଲାଭ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ବେପାରରେ ଉଚିତ ଲାଭ ପାଇବେ ।


ସେୟାର କରନ୍ତୁ