ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଅଚାନକ କୌଣସି କଥାକୁ ନେଇ ବିବ୍ରତ ହୋଇପାରନ୍ତି । ବ୍ୟବସାୟରେ ପ୍ରଗତି ହେବାର ସମ୍ଭାବନା ରହିଛି । ରାଜନୈତିକ କ୍ଷେତ୍ରରେ ଆଶା ସଞ୍ଚାର ହେବ । ପ୍ରେମରେ ସଫଳତା ମିଳିବ ।

ବୃଷ: ଆଜି ଦିନରେ ଆଶା ପୂରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।

ମିଥୁନ: ଦେବୀ ଦର୍ଶନ କରି ପାରନ୍ତି । ଅଚାନକ ଧନଲାଭ ହେବାର ସମ୍ଭାବନା । ଦୀର୍ଘ ଦିନରୁ ଲାଗି ରହିଥିବା ମତଭେଦ ଦୂର ହୋଇପାରେ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ ।

କର୍କଟ: ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି । ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।

ସି˚ହ: ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ଦୂର ହୋଇପାରେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ପ୍ରେମରେ ସତେଜତା ଅନୁଭବ କରିବେ ।

କନ୍ୟା: ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି । କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ରାଜନୀତିରେ ନୂଆ ଆଶା ଉଜୀବିତ ହେବ ।

ତୁଳା: ଆଜି ଦିନଟି ଶୁଭ ଦାୟକ ସାବ୍ୟସ୍ତ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି । ପ୍ରେମ ପ୍ରସଙ୍ଗରେ ମଧୁରତା ବଢିବ ।

ବିଛା: ଦେବାଦେବୀ ଦର୍ଶନ କରିବା ଯୋଗ ରହିଛି । ଅର୍ଥନୈତିକ ମାମଲାରେ ଲାଭ ମିଳିପାରେ । ବୈଦେଶିକ ବ୍ୟାପାର କ୍ଷେତ୍ରରେ ଚୁକ୍ତି ହୋଇପାରେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

ଧନୁ: ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ମକର: ଆପଣ ଚିନ୍ତା କରିଥିବା କାମ ପୁରା ହୋଇପାରେ । କଳା ସାହିତ୍ୟ କ୍ଷେତ୍ରରେ ସମ୍ମାନ ବଢ଼ିବ । ଚାକିରିଆଙ୍କୁ ଖୁସି ଖବର ମିଳିବ । ବୈବାହିକ ଜୀବନ ଖୁସିମୟ ହେବ ।

କୁମ୍ଭ: ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ମାନ ଗ୍ରହଣ କରିପାରନ୍ତି । ଅଧୁରା କାମ ପୂରା ହେବ । ବେପାରରେ ଉଚିତ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ ।

ମୀନ: ପରିଶ୍ରମ ଅନୁଯାୟୀ ଫଳ କମ ମିଳିବ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ ।


ସେୟାର କରନ୍ତୁ