ରୋହିତ ଶର୍ମା ଛକା ଲଗାଇ ଜମାଇଲେ ଶତକ

ଖେଳ
ସେୟାର କରନ୍ତୁ

England vs India 4th Test: ଲଣ୍ଡନର ଦ ଓବାଲରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ମୋଈନ ଅଲିଙ୍କ ବଲରେ ଛକା ମାରି ଟେଷ୍ଟ କ୍ରିକେଟରେ ଅଷ୍ଟମ ଶତକ ପୂରଣ କରିଛନ୍ତି । ଏଥି ସହିତ ରୋହିତଙ୍କର ଏହା ହେଉଛି ବିଦେଶୀ ମାଟିରେ ପ୍ରଥମ ଶତକ । ସେ ଓବାଲ ଟେଷ୍ଟରେ 204 ବଲରେ ଗୋଟିଏ ଛକା ଏବଂ 12 ଚୌକା ସହାୟତାରେ ଏହି ଶତକ ହାସଲ କରିଥିଲେ ।


ସେୟାର କରନ୍ତୁ