ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି, 37 ଲକ୍ଷ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ନୂଆଁଖାଇ ଅବସରରେ ଶ୍ରୀ ନବୀନ ପଟ୍ଟନାୟକ 2021-22 ରବି ଫସଲ ପାଇଁ କାଳିଆ ଯୋଜନାର ₹742.58 କୋଟି ସହାୟତା ରାଶି ପ୍ରଦାନ କରିଛନ୍ତି । ଏହା ହେଉଛି ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି । ଏହା ଦ୍ୱାରା ରାଜ୍ୟର 37 ଲକ୍ଷରୁ ଉର୍ଦ୍ଧ ଚାଷୀ ଉପକୃତ ହେବେ । ଏହି ଯୋଜନାରେ ସରକାର ଚାଷୀମାନଙ୍କୁ 32ଶହ କୋଟିରୁ ଅଧିକ ଟଙ୍କା ସହାୟତା ପ୍ରଦାନ କରିସାରିଲେଣି ।


ସେୟାର କରନ୍ତୁ