ରାଜ୍ୟରେ କୋଟିଏ ଛୁଇଁଲା ଡବଲ ଡୋଜ ଟୀକାକରଣ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ପରିସ୍ଥିତି ସୁଧୁରିବାରେ ଲାଗିଛି । ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଏହାରି ଭିତରେ ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟରେ ଆଜି 1 କୋଟି ଲୋକ ଟିକାର ଡବଳ ଡୋଜ ନେଇ ସାରିଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସେହିପରି ରାଜ୍ୟରେ 3 କୋଟି 40 ଲକ୍ଷ ଲୋକ ଟିକାର ଗୋଟିଏ ଡୋଜ୍‌ ନେଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।


ସେୟାର କରନ୍ତୁ