ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ’83’ ର ଟ୍ରେଲର ରିଲିଜ୍, ଲୋମ ଟାଙ୍କୁରେଇ ଦେଉଛି ବିଶ୍ୱକପରେ କପିଲ ଦେବଙ୍କ ପ୍ରଦର୍ଶନ

ଖେଳ
ସେୟାର କରନ୍ତୁ

Ranveer Singh And Deepika Padukone Starrer 83 Trailer: ସୁପରଷ୍ଟାର ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ’83’ ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିବା ପରେ ସମସ୍ତଙ୍କର ଲୋମ ଟାଙ୍କୁରେଇ ଦେଉଛି, ତେଣୁ ଫିଲ୍ମ ଦେଖିବାର ଆଗ୍ରହ ଏହି ଟ୍ରେଲରକୁ ବହୁଗୁଣିତ କରୁଛି । ଟ୍ରେଲରରେ ରଣବୀର ସିଂହ ଏବଂ କପିଲ ଦେବଙ୍କ ମଧ୍ୟରେ ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିବେ । ରଣବୀର ସିଂହ କପିଲ ଦେବଙ୍କ ଭୂମିକାକୁ ମଧ୍ୟ ଜୀବନ୍ତ କରିଛନ୍ତି, ତାଙ୍କ ପାଇଁ ଅଭିନୟ ଅପେକ୍ଷା ଆଉ କିଛି ବଡ଼ ନୁହେଁ ।

ଫିଲ୍ମର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି । ଏହାପୂର୍ବରୁ ଏହି ଫିଲ୍ମ ଚଳିତ ବର୍ଷ ଏପ୍ରିଲ 10 ରେ ମୁକ୍ତିଲାଭ କରିରଥିଲା । ଅବଶ୍ୟ ପରେ ନିର୍ମାତା ଏହାର ରିଲିଜକୁ ପୋଷ୍ଟପୋନ ଡିସେମ୍ବର 24, 2021 କୁ କରିଦେଇଛନ୍ତି ।

ଏଠାରେ ଦେଖନ୍ତୁ ଫିଲ୍ମର ଟ୍ରେଲର….


ସେୟାର କରନ୍ତୁ