ବନ୍ଦ ଘରେ ନିରହୁଆଙ୍କ ଏହି ହରକତରେ ଲାଜେଇଲେ ଆମ୍ରପାଲି, ବେଡ୍ରୁମ ଭିଡିଓ ଇଣ୍ଟରନେଟରେ ମଚାଉଛି ଧମାଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଭୋଜପୁରୀ ସୁପରଷ୍ଟାର ଆମ୍ରପାଲି ଦୁବେ ଏବଂ ଦୀନେଶ ଲାଲ ଯାଦବ ନିରହୁଆଙ୍କ ଯୋଡି ଭୋଜପୁରୀ ଇଣ୍ଡଷ୍ଟ୍ରିରେ ବହୁତ ପସନ୍ଦ କରାଯାଏ । ଉଭୟଙ୍କ କେମେଷ୍ଟ୍ରି ଦର୍ଶକେ ଦେଖିବାକୁ ପସନ୍ଦ କରନ୍ତି । ଏହି ସମୟରେ ଉଭୟଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଧମାଲ ମଚାଉ ଅଛି । ଭାଇରାଲ ହେଉଥିବା ଭିଡିଓରେ ଆମ୍ରପାଲି ଦୁବେ ଏବଂ ନିରହୁଆ ଖୁଲମ ଖୁଲାଙ୍କୁ ପ୍ରେମ କରୁଥିବା ଦେଖିବାକୁ ମିଳିଛି ।

ଆଜିକାଲି ୟୁଟ୍ୟୁବରେ ସୁପରହିଟ୍ ଭୋଜପୁରୀ ଗୀତ ‘ଖୋଲ ଦି କେୱାଡି ଭଇଲ୍ ଭୋର’କୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ୟୁଟ୍ୟୁବରେ ଭାଇରାଲ ହେଉଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ 64,514,917 ରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହି ଗୀତଟି ଆମ୍ରପାଲି ଦୁବେ ଏବଂ ନିରୁହୁଆଙ୍କ ଉପରେ ଫିଲ୍ମୟା ଯାଇଛି । ଏହି ଗୀତରେ ଉଭୟଙ୍କ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଏହି ଗୀତଟିକୁ କଳ୍ପନା ଏବଂ ରଜନୀଶ ଗାଇଛନ୍ତି । ଏହି ଗୀତକୁ ଶ୍ୟାମ ଦେହାତି ଲେଖିଛନ୍ତି । ଏଥିସହିତ ଏହାର ମ୍ୟୁଜିକ ରାଜେଶ ରଜନୀଶ ପ୍ରଦାନ କରିଛନ୍ତି ।
ଏହି ଭୋଜପୁରୀ ହଟ ଗୀତ ଏଠାରେ ଦେଖନ୍ତୁ ….


ସେୟାର କରନ୍ତୁ