ସର୍ପା ଘାତରେ ଜଣେ ମୃତ

ରାଜ୍ୟ
ସେୟାର କରନ୍ତୁ

ଭୂବନ : ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ସୁରପ୍ରତାପପୁର ଗ୍ରାମର କାଶିଆ ମଲ୍ଲିକ(ବୟସ 70)ଙ୍କର ଶୁକ୍ରବାର ସର୍ପାଘାତରେ ମୃତ୍ୟୁ ହୋଇଛି । ସେ ନିଜର ବିଲକୁ ଧାନ କାଟିବାପାଇଁ ଯାଇଥିବା ବେଳେ ତାଙ୍କୁ କୌଣସି ବିଶଧରସର୍ପ ଦଂଶନ କରିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ମାର୍ଥାପୁର ପ୍ରାଥମିକ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଗୁରତର ଥିବାରୁ ଡାକ୍ତର ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


ସେୟାର କରନ୍ତୁ