ଆଜି ରାଜ୍ୟରେ ସୁସ୍ଥ ହେଲେ 10841 କରୋନା ଆକ୍ରାନ୍ତ,ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ଠାରୁ ଲଗାତାର ତୃତୀୟ ଦିନ ପାଇଁ ସୁସ୍ଥ ସଂଖ୍ୟା ଅଧିକ ହୋଇଥିବା ଦେଖିବାକୁ ମିଳୁଅଛି । ଆଜି ରାଜ୍ୟରେ 10841 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ 3532 ଜଣ ଅଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 11 ଲକ୍ଷ 21 ହଜାର 608ରେ ପହଁଞ୍ଚିଅଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।


ସେୟାର କରନ୍ତୁ