ବାତ୍ୟା ଅସାନି : ଓଡ଼ିଶାର ସମସ୍ତ ବନ୍ଦରଗୁଡିକୁ 2 ନମ୍ବର ବିପଦ ସଂକେତ ଜାରି ରାଜ୍ୟ May 9, 2022 Truthink ସେୟାର କରନ୍ତୁ ଭୁବନେଶ୍ୱର : ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ 740 କିମି ଦୂରରେ କେନ୍ଦ୍ରୀଭୂତ ଭୀଷଣ ବାତ୍ୟା “ଅସାନି” ରହିଅଛି । ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 21କିମି ରହିଛି । ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ-୨ ଜାରି— Meteorological Centre, Bhubaneswar (@mcbbsr) May 9, 2022 ଉପଗ୍ରହ ଦ୍ୱାରା ମହାକାଶ ରୁ ଉତ୍ତୋଳନ କରାଯାଇଥିବା ଭୀଷଣ ବାତ୍ୟା "ଅସାନି" ର ବର୍ତମାନର ଚିତ୍ର pic.twitter.com/VaNmWD0XNI— Meteorological Centre, Bhubaneswar (@mcbbsr) May 9, 2022 ସେୟାର କରନ୍ତୁ