ଢେ଼ଙ୍କାନାଳ : ସୁଧୀର ସାମଲ ଫ୍ୟାନ କ୍ଲବ -ଢେଙ୍କାନାଳ ଓ ସମାଜସେବୀ କାଦମ୍ବରୀ ମହାଖୁଡଙ୍କ ମିଳିତ ସହଯୋଗରେ ଆଜି ଭାପୁର ଗ୍ରାମର ଅନୁସୂଚିତଜାତି ଓ ଅନୁସୂଚିତଜନଜାତି ୨ଟି ଦିବ୍ୟାଙ୍ଗ ପିଲାଙ୍କୁ ୨ଟି ହୁଇଲ୍ ଚ୍ୟାର୍ ଦିଆଯାଇଛି । ସମାଜସେବୀ ଶୁଭ ପ୍ରସାଦ ପଣ୍ଡାଙ୍କ ସମେତ ଯୁବ ସାମ୍ବାଦିକ ବଳରାମ ସାହୁ, ନାରାୟଣ ଖଟୁଆ,ପ୍ରକାଶ ଖଟୁଆ ପ୍ରମୁଖ ସହଯୋଗ କରିଥିଲେ ।
