ଆସୁଛନ୍ତି ବିଘ୍ନ ବିନାଶକ

ରାଜ୍ୟ
ସେୟାର କରନ୍ତୁ

ଧରାବତରଣ କରିବେ ପ୍ରଭୁ ବିଘ୍ନ ବିନାଶକ । ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଦିନରାତି ଏକ କରି ଚାଲିଛି ନିର୍ମାଣ କାମ । ପବିତ୍ର ଗଣେଶ ପୂଜା ପାଇଁ ଜୋରଦାର ପ୍ରସ୍ତୁତି । ଶିକ୍ଷାନୁଷ୍ଠାନ ଠାରୁ ପୂଜା ମଣ୍ଡପ ଯାଏଁ ସବୁଠି ଏବେ ଉତ୍ସବର ମାହୋଲ ।


ସେୟାର କରନ୍ତୁ