ଆସୁଛନ୍ତି ବିଘ୍ନ ବିନାଶକ ରାଜ୍ୟ September 12, 2026September 12, 2026 Truthink ସେୟାର କରନ୍ତୁ ଧରାବତରଣ କରିବେ ପ୍ରଭୁ ବିଘ୍ନ ବିନାଶକ । ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଦିନରାତି ଏକ କରି ଚାଲିଛି ନିର୍ମାଣ କାମ । ପବିତ୍ର ଗଣେଶ ପୂଜା ପାଇଁ ଜୋରଦାର ପ୍ରସ୍ତୁତି । ଶିକ୍ଷାନୁଷ୍ଠାନ ଠାରୁ ପୂଜା ମଣ୍ଡପ ଯାଏଁ ସବୁଠି ଏବେ ଉତ୍ସବର ମାହୋଲ । ସେୟାର କରନ୍ତୁ