ନିୟମିତ ଲସି ପିଇଲେ ମିଳିବ ଏହି ସବୁ ଫାଇଦା

Truthink
ସେୟାର କରନ୍ତୁ

ଲସି ହେଉଛି ଏକ ମ୍ରୁଦ୍ୟୁ ପାନୀୟ ପଦାର୍ଥ ଯାହା ଆମ ଶରୀର ପାଇଁ ଅନେକ ଦରକାରୀ ୲ ଆଜି ଆମେ କହିବୁ ନିୟମିତ ଲସି ପିଇବା ଦ୍ଵାରା କଣ କଣ ଫାଇଦା ମିଳେ ଆପଣଙ୍କୁ ୲ ଶରୀର ତାପମାତ୍ରାକୁ ନିୟନ୍ତ୍ରଣ କରେ

ଲସିରେ ଥିବା ଇଲେକ୍ଟ୍ରେଲାଇଟ୍ ଏବଂ ପାଣିର ମାତ୍ରା ଶରୀରର ନମନିୟତାକୁ ବଜାଇ ରଖିଥାଏ। ଯାହାଦ୍ୱାରା ଶରୀରର ତାପମାତ୍ରା ସମାନ୍ୟ ରହେ।

ଏସିଡ଼ିଟିରୁ ଦିଏ ମୁକ୍ତି

ଲସିରେ ଥଣ୍ଡାର ପରିମାଣ ଅଧିକ ରହିଥାଏ। ଏଥିପାଇଁ ଯେଉଁ ଲୋକଙ୍କର ଏସିଡିର ସମସ୍ୟା ରହିଥାଏ, ସେମାନେ ନିୟମିତ ଏହାକୁ ସେବନ କରନ୍ତୁ। ଏପରି କରିବା ଦ୍ୱାରା ଅମ୍ଳ ଦୋଷ ଦୂର ହୋଇଥାଏ।

ଝଙ୍ଗବଗ୍ଦଗ୍ଧଷଚ୍ଚବଚକ୍ଷଙ୍କଗ୍ଦ

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ଲସିରେ ଲ୍ୟାକ୍ଟିକ୍ ଏସିଡ୍ ଏବଂ ଭିଟାମିନ୍ ଡି ଭରପୁର ମାତ୍ରାରେ ରହିଥାଏ। ଯାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ହଜମକ୍ରିୟାକୁ ବଢ଼ାଏ

ଦହିରେ ଭରପୂର ମାତ୍ରାର ବ୍ୟାକ୍ଟେରିଆ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏଥିପାଇଁ ଦହି ହେଉ କିମ୍ବା ଲସି ଉଭୟ ହଜମ କରିବାରେ ସାହାଯ୍ୟ କରିଥାଏ।


ସେୟାର କରନ୍ତୁ