ରିଲିଜ ହେଲା “ସବ କୁଶଲ ମଙ୍ଗଲ”ର ଦମଦାର ଟ୍ରେଲର

ସିନେମା
ସେୟାର କରନ୍ତୁ

ଅନେକ ଦିନର ବ୍ରେକ ପରେ ପୁଣି ଥରେ ବଡ଼ ପରଦାକୁ ଫେରିଛନ୍ତି ଵେଟେରାନ ଅଭିନେତା ଅକ୍ଷୟ ଖାନ୍ନା ୲ ଆଉ ସାଙ୍ଗରେ ନେଇ ଆସିଛନ୍ତି ଏକ ନୁଆ ଧରଣର ଫିଲ୍ମ ୲ ଯେଉଁଥିରେ ଦର୍ଶକ ସବୁ ପ୍ରକାର ମଜା ମସ୍ତି ଦେଖିବାକୁ ପାଇବେ ୲

ଅକ୍ଷୟ ଖାନ୍ନାଙ୍କ ଆଗାମୀ ଫିଲ୍ମ ‘ସବ୍‌ କୁଶଳ ମଙ୍ଗଳ’ର ଟ୍ରେଲର ରିଲିଜ୍‌ ହୋଇଛି। ବର୍ତ୍ତମାନ ଟ୍ଵିଟରରେ ଏହା ଟ୍ରେଣ୍ଡ୍‌ କରୁଥିବା ନଜର ଆସିଛି। ଲୋକମାନେ ହାସ୍‌ ଟ୍ୟାଗ୍‌ ଦେଇ ଟ୍ରେଲରକୁ ନିଜ ପ୍ରୋଫାଇଲ୍‌ରେ ସେୟାର କରୁଛନ୍ତି।

ଏହି ଫିଲ୍ମରେ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ଓ ଅଭିନେତା ତଥା ସାଂସଦ ରବି କିଶନଙ୍କ ଝିଅ ରୀବା କିଶନ ଡେବ୍ୟୁ କରିବାକୁ ଯାଉଛନ୍ତି। ୨୦୨୦ ଜାନୁୟାରୀ ୩ ତାରିଖରେ ଫିଲ୍ମ ହଲ୍‌କୁ ଆସିବ ବୋଲି ଜଣାଯାଇଛି।


ସେୟାର କରନ୍ତୁ