ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ ନହେଲେ ହେଇପାରେ କିଡନୀରେ ଷ୍ଟୋନ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

କିଡନୀରେ ଷ୍ଟୋନ୍ ବାଲିର ଦାନା ସହ ସମାନ ହୋଇଥାଏ , ଓ ଏହା କେବେ କେବେ ପରିଶ୍ରା ସମୟରେ ମୁତ୍ର ଆକାରରେ ବାହାରକୁ ବାହାରିଯାଏ , କିନ୍ତୁ ଗୋଟେ ବଡ ଷ୍ଟୋନ୍ଆ ପଣଙ୍କ ଭୁତ ପ୍ରଭାବକୁ ଅବରୁଦ୍ଧ କରିଦେବ , ଓ ରାତିରେ ଶୋଇବା ସମୟରେ କଷ୍ଟର କାରଣ ହୋଇପାରେ , କିଛି ଲୋକ ଏପରି କଥାକୁ ମାନନ୍ତି କି କିଡନୀ ପଥର କଷ୍ଟ ପ୍ରସବରୁ ଅଧିକା ହୋଇଥାଏ ,  ଏହା ଷ୍ଟୋନ୍ ତେବେ ହୋଇଥାଏ ଯେବେ ଆପଣ ପରିଶ୍ରାରେ ଖଣିଜ ଏକ ସାଥ୍ ଜମା ହୋଇଯାଏ , ଏହା ବହୁତ ଜିନିଷ ହୋଇପାର୍ , ଯେପରି କଣ ଖାଉଛନ୍ତି , କିଛି ମେଡିସିନ୍ସ ଯଦି ଆପଣଙ୍କ ପରିବାରରେ କେଉଁ ବ୍ୟକ୍ତି କିଡନୀ ଷ୍ଟୋନ୍ ଅଛି , ତେବେ ଏହାର ହେବାର ଚାନ୍ସ ଅଧିକା ହୋଇଯାଏ  ।
ହେଲଥ୍ ୱେବସାଇଡ୍ ବେବ୍ ଏମ୍ ଡିଙ୍କ ମୁତାବିକ ଆପଣଙ୍କୁ ସେହି ଜିନିଷକୁ ପତଳା କରିବାରେ ପାଇଁ ମୁତ୍ର ହେବାର୍ ଆବଶ୍ୟକତା ଅଛି , ଯାହା ଷ୍ଟୋନ୍ କୁ ବଦଳାଇଦେବ , ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଉନାହାନିତ୍ , ତେବେ ବହୁତ ଅଧିକା ଝାଳ ଆସିଥଏ , ଯାହା ଦ୍ୱାରା ପରିଶ୍ରା ଗାଢା ଦେଖାଯାଏ , ଏହା ହାଲକା ହଳଦିଆ ଏହା ସ୍ପଷ୍ଟ ହେବା ଦରକାର କି ପୂର୍ବରୁ କେବେ ଆପଣଙ୍କୁ ଷ୍ଟୋନ୍ ଥିଲା ତେବେ ଗୋଟେ ଦିନରେ କମ୍ ସେ କମ୍ ୮ ଥର ପରିଶ୍ରା ଯିବାର ଅଛି , ଏହା ପାଇଁ ବହୁତ ପାଣୀ ପିଇବା ଦରକାର , ଓ ପାଣିରେ ଲେମ୍ବୁ ପାଣି ମିଶାଈପିଅନ୍ତୁ , ଆପଣଙ୍କୁ କହିଦେବୁ କି ଏହାପାଇଁ କମଳା ରସ ବି ନେଇପାରିବେ ।
ସବୁଠାରୁ ସାମାନ୍ୟ ପ୍ରକାରର କିଡନୀ ଷ୍ଟୋନ୍ ତେବେ ହୋଇଥାଏ , ଯେବେ କ୍ୟାଲସିୟମ୍ ଓ ଆଇରନ୍ ଏକ ସାଥେ ମିଶିଯାଆନ୍ତି , ଯେବେ ଆପଣଙ୍କ ଗୁଦାରେ ମୁତ୍ର କରିଥାନ୍ତି , ଅକ୍ସଲାଇଟ୍ ଏକ ରସାୟନ ଅଟେ , ଯାହା ସୁସ୍ଥ୍ୟ ଖାଦ୍ୟ ପଦାର୍ଥରେ ଓ ପରିବାରେ ହୋଇଥାଏ , ଏଥିରେ ପାଳଙ୍ଗ, ଜଉର ଅଟା , ଚୋକଡଯୁକ୍ତ ଚାଉଳ ଆଦି ସାମିଲ୍ ଅଛି , ଆପଣ ମୁଖ୍ୟ ରୁପରେ ଟେବୁଲ୍ ରେ ଏକ ଲୁଣ ମାଧ୍ୟମରେ ଏହାକୁ ପ୍ରାପ୍ତି କରିପାରିବେ , ଆପଣଙ୍କୁ କହିଦେବୁ କି ସୋଡିୟମ୍ ଅଭାବରୁ ଆପଣଙ୍କ ଶରୀରରେ ଷ୍ଟୋନ୍ ହୋଇପାରେ । ଏକ ଅନ୍ୟ ପ୍ରକାରର କିଡନୀ ଷ୍ଟୋନ୍ ତେବେ ହୋଇଥାଏ ଯେବେ ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ବଢିଯାଏ , ଯେବେ ଆଣ୍ଠୁରେ ଖଟ୍ଟା ହୋଇପାରେ , ଓ ଗାଉଟ୍ କାରଣ୍ ହୋଇପାରେ , କିମ୍ବା ଆପଣଙ୍କ ଗୁଦାରେ ଯାଇପାରେ , ଓ ଷ୍ଟୋନ୍ ତିଆରି କରିପାରେ , ଏହି ସବୁର ମୁଖ୍ୟ କାରଣ ପଶୁ ପ୍ରୋଟିନ୍ ଆପଣ ମୁତ୍ରରେ କ୍ୟାଲସିୟମ୍ ସ୍ତର ବଢାଇଥାଏ , ସାଇଡ୍ ମାତ୍ରାରେ କମ୍ କରିଥାଏ , ଯେଉଁଥିରେ ଷ୍ଟୋନ୍ ହେବାର ଚାନ୍ସ ବଢିଯାଏ ।
ଯଦି ଆପଣ ମୋଟା ଅଛନ୍ତି ତେବେ ଗୁଦ୍ଦାର ଷ୍ଟୋନ୍ ହେବାର ଚାନ୍ସ ଅଧିକା ଅଛି , ଓଜନ କମ୍ କରିବାପାଇଁ ଏକ୍ସରସାଇଜ୍ କରିବା ଦ୍ୱାରା ସୁସ୍ଥ୍ୟ ବଢିଆ ସାହାଯ୍ୟ ମିଳେ , ଏମିତି ମାନାଯାଏ କି ମୋଟାପା ପୀଡିତ ଲୋକ ଷ୍ଟୋନ୍ ହେବାର ଚାନ୍ସ ଅଧିକା ରୁହେ ।


ସେୟାର କରନ୍ତୁ