ଏହି ଉପାୟରେ ପୁରୁଣା ଶ୍ଵେଟରକୁ ଦିଅନ୍ତୁ ନୁଆ ରୂପ

Truthink
ସେୟାର କରନ୍ତୁ

ଆପଣଙ୍କ ସ୍ୱେଟର ପୁରୁଣା ହୋଇଯାଉଛି । ତେବେ ଆପଣ ଆପଣଙ୍କ ପୁରୁଣା ସ୍ୱେଟରକୁ ନୂଆ ଲୁକ୍‍ ଦେବା ପାଇଁ ଆପଣାନ୍ତୁ ଏହି ଉପାୟ । ଏହା ଆପଣଙ୍କୁ ପୁରୁରା ସ୍ୱେଟରକୁ କାମରେ ଲଗାଇବା ସହ ଆପଣଙ୍କୁ ଟ୍ରେଣ୍ଡି ଲୁକ୍‍ ଦେଇଥାଏ ।

– ସ୍ୱେଟର ପୁରୁଣା ହୋଇଯାଇଛି ଭାବି ଆଲାମିରାରେ ରଖିଦିଅନ୍ତୁ ନାହିଁ। ଏହାକୁ କୌଣସି ଲମ୍ବା ଡ଼୍ରେସ୍‍ ସହ ମ୍ୟାଚିଂ କରି ପିନ୍ଧନ୍ତୁ। ଏହା ସହ ଲଙ୍ଗ୍‍ ଲେଦର ବୁଟ ପିନ୍ଧନ୍ତୁ। ଏହା ଆପଣଙ୍କୁ ଖୁବ୍‍ ସୁନ୍ଦର ଲୁକ୍‍ ଦେବ।

– ଆପଣ ଆପଣଙ୍କ ପୁରୁଣା ସ୍ୱେଟରକୁ ଜିନ୍ସ ସହିତ ମଧ୍ୟ ପିନ୍ଧିପାରିବେ । ଏହା ଆପଣଙ୍କୁ ସ୍ମାର୍ଟ ଲୁକ୍‍ ଦେଇଥାଏ ।

– ଅଧିକ ଶୀତରେ ଆପଣ ଆପଣଙ୍କ ପୁରୁଣା ଲଙ୍ଗ୍‍ ଜ୍ୟାକେଟ୍‍ ପିନ୍ଧିପାରିବେ । ଏହାକୁ ଆପଣ ସ୍ୱେଟର ଉପରେ ପିନ୍ଧିପାରିବେ । ଏହା ଆପଣଙ୍କୁ ଏକ ସ୍ୱତନ୍ତ୍ର ଲୁକ୍‍ ଦେଇଥାଏ ।

– ଆପଣ ଚାହିଁଲେ ଆପଣ ସ୍ୱେଟର ସହ ସ୍କାର୍ଫ ମଧ୍ୟ ବ୍ୟବହାର କରିପାରିବେ ।


ସେୟାର କରନ୍ତୁ