ଅଧିକ ମିଠା ଖାଇଲେ ବି ହୋଇନଥାଏ ଡାଇବେଟିସ ଜାଣନ୍ତୁ କିପରି

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆପଣ ସମସ୍ତେ ଜାଣିଛନ୍ତି କି ମିଠା ଖାଇଲେ ଡାଇବେଟିସ ହୁଏ ବୋଲି ୲ କିନ୍ତୁ ପ୍ରକ୍ରୁତ କଥା ହେଲା ମିଠା ଖାଇଲେ ଡାଇବେଟିସ ବା ମଧୁମେହ ରୋଗ ହେଇନଥାଏ ୲ କିନ୍ତୁ ଏହା ସତ ଯେ ମଧୁମେୟ ରୋଗୀଙ୍କୁ ଡାକ୍ତର ମିଠା ଖାଇବା ପାଇଁ ମନା କରିଥାନ୍ତି ୲ କିନ୍ତୁ ଯେଉଁମାନଙ୍କୁ ଏହି ଡାଇବେଟିସ ରୋଗ ହେଇନାହିଁ ସେମାନେ ମିଠା ଖାଇଲେ ଏହି ରୋଗରେ ପଡିବେ କି  ନାହିଁ ଆଜି ସେ ବିଷୟରେ ଆମେ ଆପଣଙ୍କୁ କହିବୁ ୲ ଆମେ ଏଠାରେ କହିରଖୁଛୁ କି ମିଠା ଖାଇଲେ ମଧୁମେୟ ରୋଗ ହୋଇନଥାଏ ୲

ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଇଲେ ଶରୀରର ଓଜନ ବଢିବା ସଙ୍ଗେ ସଙ୍ଗେ ଡାଇବେଟିସ ହେବାର ଚାନ୍ସ ଥାଏ ୲ କିନ୍ତୁ ଆପଣ ଜଦି ନିଜ ଓଜନକି ନିୟନ୍ତ୍ରଣରେ ରଖିପାରୁଛନ୍ତି ତାହେଲେ ଏହି ରୋଗ ହେବାର ଭୟ ନଥାଏ ୲ ଆହୁରି ମଧ୍ୟ ଯଦି ଆପଣ ସବୁବେଳେ ଚିନ୍ତାରେ ରହୁଛନ୍ତି ତେବେ ଶରୀରରେ ଶର୍କରାର ମରିମାଣ ବଢିଯାଏ ଓ ଡାଇବେଟିସ ହେବା ସଂଭାବନା ଥାଏ ୲


ସେୟାର କରନ୍ତୁ