ମେରୁଦଣ୍ଡ ଜନିତ ସମସ୍ୟାର କରନ୍ତୁ ଏପରି ଉପଚାର

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେରୁଦଣ୍ଡ ସମ୍ବନ୍ଧିତ ରୋଗର ଅଧିକାଂଶ ରୋଗୀଙ୍କ ଅଣ୍ଟା ଏବଂ ବେକ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା, ଶିରା ଟାଣି ହେବା ଓ ସ୍ଲିପ୍ ଡିସ୍କ ସମସ୍ୟା ହୋଇପାରେ । ଚାଲନ୍ତୁ ଜାଣିବା ଏହାର ଉପଚାର କିପରି କରିବେ…
(୧) ନିୟମିତ ବ୍ୟାୟାମ କରି ଏହି ଶାରୀରିକ ସମସ୍ୟାରୁ ମୁକ୍ତି ପାଇପାରିବେ । ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପୀଡାକୁ କେବେଠାରୁ ଭୋଗୁଛନ୍ତି ଓ ଏହି ସମସ୍ୟା ଏବେ କେଉଁ ସ୍ତରରେ ରହିଛି, ତାହା ଜାଣିବା ନିହାତି ଆବଶ୍ୟକ । ନିୟମିତ ବ୍ୟାୟାମ କରିବା ପରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ନ ମିଳିଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇହେବ ।
(୨) ନିୟମିତ ବ୍ୟାୟାମ କରିବା ଓ ଔଷଧ ସେବନ କରିବା ପରେ ମଧ୍ୟ ଯଦି ୬ ସପ୍ତାହ ମଧ୍ୟରେ ଆରାମ ମିଳୁନାହିଁ, ତେବେ ସର୍ଜରୀ ହିଁ ଏକମାତ୍ର ବିକଳ୍ପ । ସ୍ପାଇନ ସର୍ଜରୀରେ ସବୁଠାରୁ ପ୍ରଭାବୀ ଓ ସୁରକ୍ଷିତ ପଦ୍ଧତି ହେଉଛି ଏମଆଇଏସ ସର୍ଜରୀ । ଏହି ସର୍ଜରୀରେ ସବୁଠାରୁ ପ୍ରଭାବୀ ଓ ସୁରକ୍ଷିତ ପଦ୍ଧତି ହେଉଛି ଏମଆଇଏସ ସର୍ଜରୀ । ଏହି ସର୍ଜରୀର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହି ସର୍ଜରୀ ସକାଳେ କଲେ ସନ୍ଧ୍ୟା ସମୟକୁ ରୋଗୀ ଘରକୁ ଫେରିପାରିବେ । ଅର୍ଥାତ ଖୁବ୍ କମ ସମୟରେ ଆପଣ ସୁସ୍ଥ ହୋଇପାରିବେ ।
ରଖିବା ସହ କମ୍ପୁ୍ୟଟର ସାମ୍ନାରେ ଠିକ ଶୈଳୀରେ ବସି କାମ କରନ୍ତୁ । ଅଧିକ ସମୟ ବସି ରହିବାରୁ ଦୂରେଇ ରହନ୍ତୁ ଓ ମାଂସପେଶୀକୁ ମଜବୁତ ରଖିବା ଲାଗି ନିୟମିତ ବ୍ୟାୟାମ କରିବା ଆବଶ୍ୟକ ।


ସେୟାର କରନ୍ତୁ