ଏହି ଖେଳାଳୀଙ୍କ ପ୍ରେମରେ ଉବୁଟୁବୁ ଆଥିୟା ସେଠୀ

ଭାଇରାଲ
ସେୟାର କରନ୍ତୁ

ଏହି ଭାରତୀୟ ଖେଳାଳିଙ୍କ ପ୍ରେମରେ ଅଥିୟା ସେଠୀ ଏବେ ଉବୁଟୁବୁ ୲ ଭାରତର ବିସ୍ପୋରକ ଖେଳାଳି ଏବେ ସୁନୀଲଙ୍କ ଲାଡ଼ଲି ବଲରେ କ୍ଲୀନ ବୋଲ୍ଡ ହେଇଯାଇଛନ୍ତି ୲ ସେ ହେଉଛନ୍ତି କେ.ଏଲ ରାହୁଲ ୲ ଇଣ୍ଡିଆ ଟିମର ଓପନର ଖେଳାଳୀ ରାହୁଲ ଓ ଅଥିୟାଙ୍କ ମଧ୍ୟରେ ଚାଲିଛି ଏଫାୟେର୍ସ ୲

ତେବେ ଏ ସମ୍ପର୍କ ଅାଜିର ନୁହେଁ ବରଂ 2ବର୍ଷ ହେଲା ଦୁଇଙ୍କ ଭିତରେ ସମ୍ପର୍କ ଅଛି ବୋଲି ଶୁଣିବାକୁ ମିଳୁଛି ୲ ଦୁହେଁ ଡେଟରେ ଯିବା ସହ ଅଧିକାଂଶ ସମୟ ଏକାଠି ନଜର ଆସୁଛନ୍ତି ୲ ଆଉ ସବୁଠୁ ବଡ଼ କଥା ହେଲା ଏଥିପାଇଁ ଆଥିୟାଙ୍କ ପରିବାର ତରଫରୁ ବି ଗ୍ରୀନ ସିଗନାଲ ମିଳିସାରିଛି ୲

ତେବେ ଦୁହିଁକ ସମ୍ପର୍କ ଏବେ ଜୋର ଚର୍ଚାର ବିଷୟ ପାଲଟିଛି ୲ ଅଗକୁ ଏହା କେଉଁ ରୂପ ନେବ ତାହା କେବଳ ସମୟ କହିବ ୲


ସେୟାର କରନ୍ତୁ