ଇଂଷ୍ଟାଗ୍ରାମରେ ଶାହରୁଖ ଖାନ ପୁରା କଲେ 20 ମିଲିୟନ ଫଲୋଅର୍ଶ, ଫ୍ୟାନ୍ସ ଦେଲେ ବଧାଇ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଆକ୍ଟର ଶାହରୁଖ ଖାନ 20 ମିଲିୟନ ଫଲୋୟର୍ଶ ସଂଖ୍ୟା ପୁରା କରି ନଇଛନ୍ତି । ଏହା ପୂର୍ବରୁ ଶାହରୁଖଙ୍କ ଇଂଷ୍ଟା ଫଲୋୟର୍ଶ ସଂଖ୍ୟା ଖୁବ କମ ରହିଥିଲା, ଯାହାକି ବାକି ସେଲିବ୍ରେଟିଙ୍କ ଇଂଷ୍ଟା ଫଲୋୟର୍ଶ ନମ୍ବର ଠାରୁ ଖୁବ ପଛରେ ରହିଥିଲା । ତେବେ କମ ଇଂଷ୍ଟା ଫଲୋୟର୍ଶ ଵାଲେ ସେଲେବ୍ସ ଲିଷ୍ଟରେ ସୁପରଷ୍ଟାର ଅମିତାଭ ଵଚନ ଏବଂ ଅମୀର ଖାନ ମଧ୍ୟ ସାମିଲ ଅଛନ୍ତି ।

ସୋସିଆଲ ମିଡ଼ିଆ ଉପରେ ଶାହରୁଖଙ୍କ 20 ମିଲିଅନ ଫଲୋୟର୍ଶ ସଂଖ୍ୟା ପୁରା କରିବା ଖବର ତେଜିରେ ଭାଇରଲ ହେଉଅଛି । ଫ୍ୟାନ୍ସ ତାଙ୍କୁ ଏହି କଥା ପାଇଁ ଖୁବ ସାରା ବଧାଇ ଦେଉଛନ୍ତି । ଏମିତିରେ ଶାହରୁଖ ଖାନ ସୋସିଆଲ ମିଡ଼ିଆ ଉପରେ କମ ଆକ୍ଟିଭ ରୁହନ୍ତି । ସେ ଇଂଷ୍ଟା ଉପରେ ନିଜର ଫ୍ୟାମିଲି ଫଟୋ ସେୟାର କରିଥାନ୍ତି । ସେଠି ଟୁଇଟର ଉପରେ ମଧ୍ୟ ଶାହରୁଖଙ୍କ ସକ୍ରିୟତା କମ ଦେଖିବାକୁ ମିଳିଥାଏ ।

ଶାହରୁଖଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ କଥା କହିବାତ ସିରଫ ଛଅ ଲୋକଙ୍କୁ ଫଲୋ କେବଳ କରିଥାନ୍ତି । ଏଥିରେ ତାଙ୍କର ପତ୍ନୀ ଗୌରୀ ଖାନ,ପୁଅ ଆର୍ଯ୍ୟନ ଖାନ,ଝିଅ ସୁହାନା ଖାନଙ୍କ ବ୍ୟତୀତ ଆଉ ତିନି ଜଣ ଲୋକ ଅଛନ୍ତି । ସେମାନେ ଏପର୍ଯ୍ୟନ୍ତ 547 ପୋଷ୍ଟ କରିଅଛନ୍ତି ।

ବଲିଓଡ଼ରେ ଏମିତି କିଛି ସେଲିବ୍ରେଟି ଅଛନ୍ତି ଯାହାଙ୍କର ଇଂଷ୍ଟାଗ୍ରାମ ଫଲୋୟର୍ଶ ଖୁବ ବେଶୀ ଏବଂ କିଛି ଏମିତି ମଧ୍ୟ ଅଛନ୍ତି ଯାହାଙ୍କର ଫଲୋୟର୍ଶ ସଂଖ୍ୟା 5 ମିଲିୟନ ଠାରୁ ମଧ୍ୟ କମ । ଅମୀର ଖାନଙ୍କ ଇଂଷ୍ଟାଗ୍ରାମ ଫଲୋୟର୍ଶ ସଂଖ୍ୟା 2.9 ମିଲିୟନ ଅଟେ ଏବଂ ଅମିତାଭ ଵଚନଙ୍କ 14.1ମିଲିୟନ,କାଜୋଲଙ୍କର 9.3 ମିଲିୟନ,ଅଜୟ ଦେବଗନଙ୍କ 5.2 ମିଲିଅନ ଫଲୋୟର୍ଶ ଅଟନ୍ତି ।

ତାଙ୍କର ଅପୋଜିଟ ଦୀପିକା ପାଦୁକୋନଙ୍କ 42.9 ମିଲିୟନ,ପ୍ରିୟଙ୍କା ଚୋପଡ଼ା 48.2 ମିଲିୟନ,ଶ୍ରଦ୍ଧା କପୁରଙ୍କ 38.6 ମିଲିୟନ,ଆଲିୟା ଭଟଙ୍କ 41.7 ମିଲିୟନ,ଜେକଲୀନ ଫର୍ନାଡ଼ିସ 36 ମିଲିୟନ,ଅକ୍ଷୟ କୁମାରଙ୍କ 35.3 ମିଲିୟନ,ସନ୍ନି ଲିଓନି 30.2 ମିଲିୟନ,ସଲମାନ ଖାନ 29.1 ମିଲିୟନ,ସୋନମ କପୁରଙ୍କ 24.3 ମିଲିୟନ,କଟ୍ରିନା କେଫ 31.1 ମିଲିୟନ,ବରୁଣ ଧାୱନ 25 ମିଲିୟନ,ସାହିଦ କପୁରଙ୍କ 24.7 ମିଲିୟନ ଫଲୋୟର୍ଶ ଅଟନ୍ତି ।


ସେୟାର କରନ୍ତୁ