ତାନାଜୀ: ଅଜୟ-ସୈଫଙ୍କ ଫିଲ୍ମ ପ୍ରଥମ ସପ୍ତାହରେ କମାଇଲା 100କରୋଡ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଜୟ ଦେବଗନ,କାଜୋଲ ଏବଂ ସୈଫ ଅଲ୍ଲୀ ଖାନ ଷ୍ଟାରର ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିୟର’ ବକ୍ସ ଅଫିସରେ 100କରୋଡର ଆଙ୍କଡା ପାରକରିଅଛି । ଫିଲ୍ମର କମାଇର ହିସାବ ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରିଛନ୍ତି । ତରଣ ଲେଖିଛନ୍ତି, ‘ତାନାଜୀ’ ଅଜୟ ଦେବଗନଙ୍କ 100ତମ ଫିଲ୍ମ ଅଟେ ଯିଏକି 100 କୋଟିର ଆଙ୍କଡା ଛୁଇଁଛି । ଷଷ୍ଠ ଦିନରେ ଏହି ଫିଲ୍ମ 100 କରୋଡ କ୍ଲବରେ ଏଣ୍ଟ୍ରି କରିଅଛି ।

ଏହି ପ୍ରକାରେ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ପରେ ପ୍ରଥମ ସପ୍ତାହ ହେବ ପୂର୍ବରୁ ପ୍ରଥମବାର ଏକ ରେକର୍ଡ ନିଜ ନାମରେ କରିଛନ୍ତି । କହିବାକି ବର୍ଷ 2020ରେ ରିଲିଜ ହୋଇଥିବା ‘ତାନାଜୀ’ ପ୍ରଥମ ଏହି ଫିଲ୍ମ ଅଟେ ଯିଏକି 100 କରୋଡ କ୍ଲବରେ ପ୍ରବେଶ କରିଅଛି । ଫିଲ୍ମର ଏହି କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ଅଟେ ଏବଂ ଏଥିରେ ଅଜୟ ଦେବଗନ ତାନାଜୀ ମାଲୁସରେ ଭୂମିକାରେ ଅଭିନୟ କରିଛନ୍ତି ।

150 କୋଟିରେ ବନିଥିବା ଏହି ଫିଲ୍ମ ପ୍ରଥମ ସପ୍ତାହ ପୁରା ହେବା ପୂର୍ବରୁ 100 କୋଟି କ୍ଲବରେ ପ୍ରବେଶ କରିବା ପରେ ଏବେ ଦେଖିବାକି ଫିଲ୍ମର ମୋଟ ଆୟ କେତେ ରହିଛି । କହିବାକି ମଙ୍ଗଳ ବାର ପର୍ଯ୍ୟନ୍ତ ଫିଲ୍ମର ଆୟ 90 କରୋଡ 96 ଲକ୍ଷ ଟଙ୍କା ହୋଇଥିଲା । ଫିଲ୍ମରେ ସୈଫ ଅଲ୍ଲୀ ଖାନ ନେଗେଟିଭ ରୋଲରେ ପ୍ଲେ କରିଛନ୍ତି ଏବଂ ଦର୍ଶକ ତାଙ୍କର କାମକୁ ଖୁବ ପସନ୍ଦ କରିଛନ୍ତି । ତାଙ୍କର ପତ୍ନୀ କରିନା ମଧ୍ୟ ତାଙ୍କ କାମ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କରିନା କପୁର IANSକୁ କହିଲେକି, “ମୁଁ ସତରେ ଖୁବ ଉସ୍ଛାହିତ ଅଛି । ମୁଁ ଖୁବ ଖୁସି ଅଛି ଏବଂ ମୁଁ ଠେଁକ୍ଫୁଲ ଅଛି କି ଏହି ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଅଛି । ‘ତାନାଜୀ’ରେ ସୈଫ ଅଲ୍ଲୀ ଖାନ ଉଦୟଭାନ ସିଂହ ରାଥୋଡ ଭୂମିକା ନିଭାଇଛନ୍ତି ଯିଏକି ଜୟ ସିଂହଙ୍କ ଶାସନ ସମୟରେ ରାଜପୁତ କିଲେର ରକ୍ଷକ ଅଟନ୍ତି । ତାଙ୍କର ଏହି ପରଫମେସକୁ ଖୁବ ପସନ୍ଦ ମଧ୍ୟ କରାଯାଉଛି ।


ସେୟାର କରନ୍ତୁ